Menu
Home
CUET UG
CUET Home Subjects Notes Quizzes Solutions Mock Tests Blog
OPSC
OPSC Home OAS Preparation Question Papers Syllabus Practice MCQs Optional Subjects
Ask a Query
📱 Download BYTE App
About Contact Privacy
Home MCQs App

ଶବ୍ଦ ଓ ରୂପିମ — Practice MCQs (ସେଟ୍ ୨)

ଶବ୍ଦବିଭାଗ, ମୁକ୍ତ ଓ ବଦ୍ଧ ରୂପିମ, ପଦର ଶ୍ରେଣୀବିଭାଗ

On this page

    Practise 128 questions on this topic
    Learn mode or test mode, with explanations
    Start →

    ଶବ୍ଦ ଓ ଶବ୍ଦବିଭାଗ — ନୋଟ୍ସ୍

    ସ୍ରୋତ: ସାରସ୍ୱତ ବ୍ୟାବହାରିକ ଓଡ଼ିଆ ବ୍ୟାକରଣ — ଶବ୍ଦ ଓ ଶବ୍ଦବିଭାଗ।

    ତତ୍ସମ ଶବ୍ଦ

    ଅନଳ, ଅନୁଭବ, ଅଭିନୟ, ଆକ୍ରୋଶ, ପୂର୍ଣ୍ଣ, ପକ୍ଷୀ, ପ୍ରଭାତ, ସୁଖ, ଦୁଃଖ, ନିଦ୍ରା, ହସ୍ତ, ପର୍ବତ, ନଦୀ, ସାଗର, ସେବା, ଦୟା, ରୋଗ, ଔଷଧ, କନ୍ୟା, ଗମନ, ପାଠ, ମନ୍ଦିର, ହୋମ, ଗୃହ, ମେଘ, ଜଳ, ଗୁରୁ, ସତ୍ୟ, ଶୀତଳ, ମଧୁର, ପୁଷ୍ପ, ପିତା, ମାତା, ଭଗିନୀ, ବୃକ୍ଷ, ଶାଖା, ଫଳ, ଲତା, ମାସ, ବର୍ଷ, ଋତୁ, ଧନ, ଧନୀ, ମୂର୍ଖ, ଚୋର, ସାଧୁ, ସନ୍ନ୍ୟାସୀ, ଋଷି, କବି, ଛବି, ପୃଥିବୀ, ଗ୍ରହ, ବୀଣା, ମୃଦଙ୍ଗ, କବିତା, ସଙ୍ଗୀତ

    ତତ୍ସମ → ତଦ୍ଭବ

    ତତ୍ସମତଦ୍ଭବ
    ଅଗ୍ନିଅଗି
    ଖଦୀରଖଇର
    ନବନଅ
    ଅଷ୍ଟଆଠ
    ଗଭୀରଗହୀର
    ଫେନଫେଣ
    ଉଦ୍ଗାତାଓତା
    କାକକାଆ
    ବାମବାଆଁ
    ଅଲକ୍ତକଅଳତା
    କର୍ଣ୍ଣକାନ
    ବାଷ୍ପବାଂଫ
    କାଷ୍ଠକାଠ
    ଚନ୍ଦ୍ରଚାନ୍ଦ
    ଭାଦ୍ରଭୋଦୁଆ
    ଗୋଷ୍ଠଗୋଠ
    ଦଧିଦହି
    କୈବର୍ତ୍ତକେଉଟ
    ଜ୍ୱରଜର
    ସ୍ଥବିରଥବିର
    କୁମ୍ଭକାରକୁମ୍ଭାର
    ହସ୍ତୀହାତୀ
    ନୃତ୍ୟନାଚ
    କର୍କଟକଙ୍କଡ଼ା
    ସ୍ତନଥନ
    କୋମଳକଅଁଳ
    ଗୋଧୂମଗହମ
    କୁମାରୀକୁଆଁରୀ
    ଯବଯଅ
    ଆମିଷଆଉଁଷ
    ବାତ୍ୟାବାଆ
    ଘୃତଘିଅ
    ଜାମାତାଜୋଇଁ
    ମୃତ୍ତିକାମାଟି
    ନଦୀନଈ

    ଦେଶଜ ଶବ୍ଦ

    ଅଝଟ, ଅଡ଼ା, ଅଣ୍ଟା, ଅଳିଆ, ଖାଣ୍ଡି, ଖୋଇ, ଚାଉଳ, ଛପର, ଛାତି, ଜଙ୍ଗାଳ, ପିଲା, ଟେର, ଗିନା, କାଇ, କୁଟା

    ବୈଦେଶିକ ଶବ୍ଦ

    ଭାଷାଉଦାହରଣ
    ତୁର୍କୀକୁଲି, ଗାଲିଚା, ଚାକୁ, ତୋପ, ବନ୍ଧୁକ, ବାରୁଦ, ବାହାଦୁର, ବେଗମ, ଦାରୋଗା, କୁର୍ତ୍ତା
    ପର୍ତ୍ତୁଗୀଜଆଲମାରି, ଚାବି, ବାଲ୍ଟି, ବୋତଲ, ବୋତାମ, କୋବି, ନିଲାମ, ଗୀର୍ଜା, ଆଚାର
    ଇଂରାଜୀଅଫିସ, କଲେଜ, କୋର୍ଟ, କମ୍ପାନୀ, ଗିଲାସ୍, ଟିକେଟ, ଟେବୁଲ, ଡାକ୍ତର, ଡଜନ, ପେନ୍ସିଲ୍, ଫୁଟବଲ, ଷ୍ଟେସନ, ସ୍କୁଲ, ହୋଟେଲ, ଇଞ୍ଜିନ, ଚେୟାର

    ⚡ ପରୀକ୍ଷା ଟିପ୍ସ୍ / ଭ୍ରମ ଏଡ଼ାନ୍ତୁ

    Sourced from the Odisha Public Service Commission where applicable. opsc.gov.in. EduSaint is not affiliated with OPSC.