Menu
Home
CUET UG
CUET Home Subjects Notes Quizzes Solutions Mock Tests Blog
OPSC
OPSC Home OAS Preparation Question Papers Syllabus Practice MCQs Optional Subjects
Ask a Query
📱 Download BYTE App
About Contact Privacy
Home MCQs App

ପଦପରିବର୍ତ୍ତନ — Practice MCQs (ସେଟ୍ ୨)

Changing one part of speech into another

On this page

    Practise 208 questions on this topic
    Learn mode or test mode, with explanations
    Start →

    ପଦପରିବର୍ତ୍ତନ — ବିସ୍ତୃତ ନୋଟ୍ସ୍

    ସ୍ରୋତ: ସାରସ୍ୱତ ବ୍ୟାବହାରିକ ଓଡ଼ିଆ ବ୍ୟାକରଣ — ପଦପରିବର୍ତ୍ତନ ଅଧ୍ୟାୟ।

    ଧାତୁ ପ୍ରତ୍ୟୟ ଉଦାହରଣ

    ପ୍ରକୃତି + ପ୍ରତ୍ୟୟପଦ
    ଆ + ଗମ୍ + ଅଆଗମ
    ଆ + ଗମ୍ + ଅନଆଗମନ
    ଆ + କୃ + ତିଆକୃତି
    ପଠ୍ + ତପଠିତ
    ପଠ୍ + ତବ୍ୟପଠିତବ୍ୟ
    ପଠ୍ + ଅନୀୟପଠନୀୟ
    ପଠ୍ + ୟପାଠ୍ୟ

    ୧. କୃଦନ୍ତ — ବିଶେଷ୍ୟ → ବିଶେଷଣ

    ବିଶେଷ୍ୟବିଶେଷଣ
    ଅଧ୍ୟୟନଅଧୀତ
    ଅବଶେଷଅବଶିଷ୍ଟ
    ଅବରୋଧଅବରୁଦ୍ଧ
    ଅନୁସରଣଅନୁସୃତ
    ଅବତାରଅବତୀର୍ଣ୍ଣ
    ଅଭିନିବେଶଅଭିନିବିଷ୍ଟ
    ଅତିରେକଅତିରିକ୍ତ
    ଅନୁବାଦଅନୂଦିତ
    ଆନୟନଆନୀତ
    ଆହରଣଆହୃତ
    ଆଗ୍ରାଣଆଘ୍ରାତ
    ଆହ୍ୱାନଆହୂତ
    ଆରାଧନାଆରାଧିତ
    ଆରୋହଣଆରୋପିତ
    ଆବିଷ୍କାରଆବିଷ୍କୃତ
    ଆସ୍ୱାଦନଆସ୍ୱାଦିତ
    ଗଣନଗଣିତ
    ଇଚ୍ଛାଇଚ୍ଛିତ
    ଈକ୍ଷଣଈକ୍ଷିତ
    ଉପହାସଉପହସିତ
    ଉତ୍ଥାନଉତ୍ଥିତ
    ଉଦ୍ବେଗଉଦ୍ବିଗ୍ନ
    ଉଲ୍ଲାସଉଲ୍ଲସିତ
    ଉତ୍ପାଦନଉତ୍ପାଦିତ
    କଥନକଥିତ
    କମ୍ପନକମ୍ପିତ
    କର୍ତ୍ତନକର୍ତ୍ତିତ
    କ୍ରାନ୍ତିକ୍ରାନ୍ତ
    କ୍ରୋଧକ୍ରୁଦ୍ଧ
    କ୍ଲେଶକ୍ଲିଷ୍ଟ
    କ୍ଷତିକ୍ଷତ
    କ୍ଷୟକ୍ଷୀଣ
    ଖଣ୍ଡନଖଣ୍ଡିତ
    ଦୀପ୍ତିଦୀପ୍ତ
    ଦମନଦମିତ
    ଧାରଣଧାରିତ
    ନିଧାନନିହିତ
    ନିଷେଧନିଷିଦ୍ଧ
    ନାଶନଷ୍ଟ
    ନିମଜ୍ଜନନିମଜ୍ଜିତ

    ୨. ବିଶେଷଣ → ବିଶେଷ୍ୟ

    ବିଶେଷଣବିଶେଷ୍ୟ
    ଅନୁରକ୍ତଅନୁରକ୍ତି
    ଅନୁମିତଅନୁମିତି
    ଅବିକୃତଅବିକାର
    ଆସକ୍ତଆସକ୍ତି
    ଉନ୍ନତଉନ୍ନତି
    ଦୃଷ୍ଟଦୃଷ୍ଟି
    ନିହିତନିଧାନ
    ପ୍ରଶାନ୍ତପ୍ରଶାନ୍ତି
    ଭ୍ରାନ୍ତଭ୍ରାନ୍ତି
    ପ୍ଲାବିତପ୍ଲାବନ
    ପ୍ରଣତପ୍ରଣତି
    ଶ୍ରୁତଶ୍ରୁତି
    ବ୍ୟକ୍ତବ୍ୟକ୍ତି
    ପ୍ରାତପ୍ରୀତି
    ନିକ୍ଷିପ୍ତନିକ୍ଷେପ
    ଆବଦ୍ଧଆବନ୍ଧ
    ଆହୂତଆହୁତି
    ଉକ୍ତଉକ୍ତି
    କୃତକୃତି
    ଗୃହୀତଗ୍ରହଣ

    ୩. ତଦ୍ଧିତ — ବିଶେଷ୍ୟ → ବିଶେଷଣ

    ବିଶେଷ୍ୟବିଶେଷଣ
    ଅହଙ୍କାରଅହଙ୍କାରୀ
    ଅପରାଧଅପରାଧୀ
    ଅଭ୍ୟନ୍ତରଆଭ୍ୟନ୍ତରିକ
    ଅଭିମାନଅଭିମାନୀ
    ଅପେକ୍ଷାଆପେକ୍ଷିକ
    ଆଣ୍ଠୁଆଣ୍ଠୁଆ
    ଜ୍ଞାନଜ୍ଞାନୀ
    ତେଜଃତେଜସ୍ୱୀ
    ବୁଦ୍ଧିବୌଦ୍ଧିକ
    ମାୟାମାୟାବୀ
    ମେଧାମେଧାବୀ
    ନିଶାନୈଶ
    ଧର୍ମଧାର୍ମିକ
    ଦିନଦୈନିକ
    ତ୍ରୁଟିତ୍ରୁଟିଆ
    ପାହାଡ଼ପାହାଡ଼ିଆ
    ମୁନମୁନିଆ
    ହଳହଳିଆ
    ଦାଢ଼ିଦାଢୁଆ
    ଦାନ୍ତଦାନ୍ତୁରା
    ଲାଜଲାଜୁଆ
    କାନ୍ଦକାନ୍ଦୁରା
    କୃପାକୃପାଳୁ
    ମୂଲ୍ୟମୂଲ୍ୟବାନ୍
    ପୁତ୍ରପୁତ୍ରବାନ୍
    ଲକ୍ଷ୍ମୀଲକ୍ଷ୍ମୀବାନ୍
    ଗୋଗବ୍ୟ
    ଲୁଣଲୁଣିଆ
    ଦେହଦୈହିକ
    ମେଘମେଘୁଆ
    ଗେରୁଗେରୁଆ
    ସମୁଦ୍ରସାମୁଦ୍ରିକ
    ଚକ୍ଷୁଚାକ୍ଷୁଷ
    ଜାତିଜାତୀୟ
    ମାନବମାନବୀୟ
    ସମାଜସାମାଜିକ
    ସମୟସାମୟିକ
    ପର୍ବତପାର୍ବତ୍ୟ
    ସ୍ୱର୍ଗସ୍ୱର୍ଗୀୟ
    ରାଷ୍ଟ୍ରରାଷ୍ଟ୍ରୀୟ

    ୪. ତଦ୍ଧିତ — ବିଶେଷଣ → ବିଶେଷ୍ୟ

    ବିଶେଷଣବିଶେଷ୍ୟ
    କୃତଜ୍ଞକୃତଜ୍ଞତା
    ସାଧୁସାଧୁତା
    ଉପାଦେୟଉପାଦେୟତା
    ପଣ୍ଡିତପାଣ୍ଡିତ୍ୟ
    ଚଞ୍ଚଳଚାଞ୍ଚଲ୍ୟ
    ମଧୁରମାଧୁର୍ଯ୍ୟ
    ବିଷମବୈଷମ୍ୟ
    ବିପୁଳବିପୁଳତା
    ବହୁଳବାହୁଳ୍ୟ
    ମହାତ୍ମାମହାତ୍ମ୍ୟ
    ଧୀରଧୈର୍ଯ୍ୟ
    ସୁଜନସୌଜନ୍ୟ
    ନୀଳନୀଳିମା
    ନୈତିକନୈତିକତା
    ଲଘୁଲଘିମା
    ପାଗଳପାଗଳାମି
    ବଡ଼ବଡ଼ିମା
    କୁଶଳକୌଶଳ
    ସୁନ୍ଦରସୌନ୍ଦର୍ଯ୍ୟ
    ବକ୍ରବକ୍ରତା
    ସମର୍ଥସାମର୍ଥ୍ୟ
    ଶୂରଶୌର୍ଯ୍ୟ
    ଗମ୍ଭୀରଗାମ୍ଭୀର୍ଯ୍ୟ
    ବୃଦ୍ଧବାର୍ଦ୍ଧକ୍ୟ
    ସମସାମ୍ୟ
    ତରୁଣତାରୁଣ୍ୟ
    କରୁଣକାରୁଣ୍ୟ
    କୃପଣକାର୍ପଣ୍ୟ
    ନିପୁଣନୈପୁଣ୍ୟ
    ଚପଳଚାପଲ୍ୟ

    ⚡ ପରୀକ୍ଷା ଟିପ୍ସ୍ / ଭ୍ରମ ଏଡ଼ାନ୍ତୁ

    Sourced from the Odisha Public Service Commission where applicable. opsc.gov.in. EduSaint is not affiliated with OPSC.