Menu
Home
CUET UG
CUET Home Subjects Notes Quizzes Solutions Mock Tests Blog
OPSC
OPSC Home OAS Preparation Question Papers Syllabus Practice MCQs Optional Subjects
Ask a Query
📱 Download BYTE App
About Contact Privacy
Home MCQs App

ଧାତୁ ଓ ଧାତୁର ଶ୍ରେଣୀବିଭାଗ — Practice MCQs (ସେଟ୍ ୬)

ତତ୍ସମ, ତଦ୍ଭବ, ଦେଶଜ, ବୈଦେଶିକ ଧାତୁ

On this page

    Practise 138 questions on this topic
    Learn mode or test mode, with explanations
    Start →

    କ୍ରିୟା ଓ ଧାତୁ — ବିସ୍ତୃତ ନୋଟ୍ସ୍

    ସ୍ରୋତ: ସାରସ୍ୱତ ବ୍ୟାବହାରିକ ଓଡ଼ିଆ ବ୍ୟାକରଣ — କ୍ରିୟା ଅଧ୍ୟାୟ

    ୧. କ୍ରିୟା ଓ ଧାତୁ

    ୨. ଉତ୍ପତ୍ତି ଅନୁସାରେ ଧାତୁର ଚାରି ଶ୍ରେଣୀ

    ଶ୍ରେଣୀଅର୍ଥଉଦାହରଣ
    ତତ୍ସମ ଧାତୁସଂସ୍କୃତ ଧାତୁ ଯେପରି ଅଛି ସେପରି ଓଡ଼ିଆରେ ଗୃହୀତଅର୍ଚ୍, ଅର୍ଜ୍, ସେବ୍, ଭାଷ୍
    ତଦ୍ଭବ ଧାତୁସଂସ୍କୃତ ଧାତୁର ବିକୃତ/ଅପଭ୍ରଂଶ ରୂପକଥ୍ → କହ୍, କ୍ରୀ → କିଣ୍
    ଦେଶଜ ଧାତୁସଂସ୍କୃତ ମୂଳ ନଥିବା ସ୍ୱଦେଶୀ ଧାତୁଅଟକ୍, ଆଉଜ୍
    ବୈଦେଶିକ ଧାତୁବିଦେଶୀ ଭାଷାରୁ ଆଗତବଦଳ୍, ବିଗଡ଼୍

    ୩. ତତ୍ସମ ଧାତୁ — ତାଲିକା

    (ଧାତୁ → କ୍ରିୟା ରୂପ)

    ଧାତୁକ୍ରିୟା
    ଅର୍ଚ୍ପୂଜା କରିବା
    ଅର୍ଜ୍ଅର୍ଜିବା
    ଅର୍ପ୍ଅର୍ପଣ କରିବା
    ଈର୍ଷ୍ଈର୍ଷା କରିବା
    କଷ୍କଷିବା
    କମ୍ପ୍କମ୍ପିବା
    କୁଟ୍କୁଟିବା
    କୂଜ୍ରାବିବା
    ଖେଲ୍ଖେଳିବା
    ଗଣ୍ଗଣିବା
    ଗର୍ଜ୍ଗର୍ଜିବା
    ଗର୍ବ୍ଗର୍ବ କରିବା
    ଘଟ୍ଘଟିବା
    ଚର୍ଚରିବା
    ଚଲ୍ଚଳିବା
    ଚୁମ୍ବ୍ଚୁମ୍ବିବା
    ଜପ୍ଜପିବା
    ଦହ୍ଦହିବା
    ନମ୍ନମିବା
    ପାଲ୍ପାଳିବା
    ପୂଜ୍ପୂଜିବା
    ଫଲ୍ଫଳିବା
    ବହ୍ବହିବା
    ବର୍ଣ୍ଣ୍ବର୍ଣ୍ଣିବା
    ବାଧ୍ବାଧିବା
    ଭଜ୍ଭଜିବା
    ଭଣ୍ଭଣିବା
    ଭାଷ୍କହିବା
    ଭାସ୍ଭାସିବା
    ମନ୍ଥ୍ମନ୍ଥିବା
    ମିଲ୍ମିଶିବା
    ଯାଯିବା
    ରଚ୍ରଚିବା
    ରଟ୍ରଟିବା
    ରୁଚ୍ରୁଚିବା
    ଲଙ୍ଘ୍ଲଙ୍ଘିବା
    ଲମ୍ବ୍ଲମ୍ବିବା
    ଲୁଣ୍ଠ୍ଲୁଟିବା
    ସହ୍ସହିବା
    ସୂଚ୍ସୂଚାଇବା
    ସେବ୍ସେବା କରିବା
    ହସ୍ହସିବା
    କ୍ଷମ୍କ୍ଷମିବା

    ୪. ତଦ୍ଭବ ଧାତୁ — ତାଲିକା

    ସଂସ୍କୃତ ଧାତୁତଦ୍ଭବ ଧାତୁକ୍ରିୟା
    କଥ୍କହ୍କହିବା
    କ୍ରୀକିଣ୍କିଣିବା
    କୂର୍ଦ୍କୁଦ୍କୁଦିବା
    ଖାଦ୍ଖାଖାଇବା
    ଜ୍ୱଲ୍ଜଳ୍ଜଳିବା
    ଜ୍ଞାଜାଣ୍ଜାଣିବା
    ଗୈଗାଗାଇବା
    ଦାଦେଦେବା
    ଧାବ୍ଧାଁଧାଇଁବା
    ପଠ୍ପଢ଼୍ପଢ଼ିବା
    ନୃତ୍ନାଚ୍ନାଚିବା
    ପ୍ରଚ୍ଛ୍ପୁଛ୍ପୁଚ୍ଛିବା
    ବୁଧ୍ବୁଝ୍ବୁଝିବା
    ବିଧ୍ବିନ୍ଧ୍ବିନ୍ଧିବା
    ମୃଜ୍ମାଜ୍ମାଜିବା
    ମଥ୍ମନ୍ଥ୍ମନ୍ଥିବା
    ରବ୍ରାବ୍ରାବିବା
    ଶ୍ରୁଶୁଣ୍ଶୁଣିବା
    ହନ୍ହାଣ୍ହାଣିବା
    ରକ୍ଷ୍ରଖ୍ରଖିବା
    ଦୁହ୍ଦୁହଁଦୁହିଁବା
    ଘର୍ଷ୍ଘଷ୍ଘଷିବା
    କୃକର୍କରିବା
    କ୍ରନ୍ଦ୍କାନ୍ଦ୍କାନ୍ଦିବା
    କୃତ୍କାଟ୍କାଟିବା
    ଜିଜିଣ୍ଜିଣିବା
    ଜୀବ୍ଜୀଜୀଇବା
    ଗଠ୍ଗଢ଼୍ଗଢ଼ିବା
    ସ୍ଥାଥାଥିବା
    ଧୃଧର୍ଧରିବା
    ନୀନେନେବା
    ପତ୍ପଡ଼୍ପଡ଼ିବା
    ପାପିପିଇବା
    ସ୍ଫୁଟ୍ଫୁଟ୍ଫୁଟିବା
    ବନ୍ଧ୍ବାନ୍ଧ୍ବାନ୍ଧିବା
    ବୃଧ୍ବଢ଼୍ବଢ଼ିବା
    ମନ୍ମଣ୍ମଣିବା
    ମୃମର୍ମରିବା
    ଲିମ୍ପ୍ଲିପ୍ଲିପିବା
    ଶିକ୍ଷ୍ଶିଖ୍ଶିଖିବା
    ଶୁଧ୍ଶୁଝ୍ଶୁଝିବା
    ଭୂହୋହେବା
    ଦୃଶ୍ଦେଖ୍ଦେଖିବା
    ଗ୍ରଥ୍ଗୁନ୍ଥ୍ଗୁନ୍ଥିବା
    ଚର୍ବ୍ଚୋବାଚୋବାଇବା
    ଜାଗୃଜାଗ୍ଜାଗିବା
    ଯୁଜ୍ଯୋଡ଼୍ଯୋଡ଼ିବା
    ଭୁଜ୍ଭୁଞ୍ଜ୍ଭୁଞ୍ଜିବା
    ଲଗ୍ଲାଗ୍ଲାଗିବା
    ପଚ୍ପାଚ୍ପାଚିବା
    ଶୁଭ୍ଶୋଭ୍ଶୋଭାପାଇବା
    ସ୍ଖଲ୍ଖସ୍ଖସିବା
    ଲିଖ୍ଲେଖ୍ଲେଖିବା
    ରଧ୍ରାନ୍ଧ୍ରାନ୍ଧିବା
    ବୃଷ୍ବର୍ଷ୍ବର୍ଷିବା
    ଯୁଧ୍ଯୁଝ୍ଯୁଝିବା

    ୫. ଦେଶଜ ଧାତୁ — ତାଲିକା

    ଅଟକ୍ · ଆଉଜ୍ · ଆଉଟ୍ · ଆକଟ୍ · ଆଗୁଳ୍ · ଉଝାଳ୍ · ଉହୁଙ୍କ୍ · କଚାଡ଼୍ · କାମୁଡ଼୍ · ଖରକ୍ · ଖରଡ଼୍ · ଖିଙ୍ଗାର୍ · ଖୁଣ୍ଟ୍ · ଖୁମ୍ପ୍ · ଗୁଞ୍ଜ୍ · ଘାଣ୍ଟ୍ · ଘୋଷାର୍ · ଚକଟ୍ · ଚଢ଼୍ · ଚମକ୍ · ଚାଟ୍ · ଛାଙ୍କ୍ · ଛାଡ଼୍ · ଛାଣ୍ · ଛିଙ୍କ୍ · ଟେକ୍ · ଠେଲ୍ · ଡାକ୍ · ଡୁବ୍ · ଢଳ୍ · ଢୋକ୍ · ପହଁର୍ · ପେଲ୍ · ପୋଡ଼୍ · ବାଛ୍ · ବାଳ୍ · ବାଟ୍ · ବାଢ଼୍ · ବାହୁଡ଼୍ · ବୁଡ଼୍ · ବୁଲ୍ · ବୋଲ୍ · ଭିଡ଼୍ · ଭୁଲ୍ · ଭେଟ୍ · ମାଗ୍ · ମେଣ୍ଟ୍ · ହଗ୍ · ହାଙ୍କ୍ · ହାପୁଡ଼୍ · ହାବୁଡ଼୍

    ୬. ବୈଦେଶିକ ଧାତୁ

    ବଦଳ୍ · ବିଗଡ଼୍

    ୭. ପ୍ରାୟୋଜକ (ପ୍ରେରଣାର୍ଥକ) ଧାତୁ

    ମୂଳ ଧାତୁପ୍ରାୟୋଜକ ଧାତୁପ୍ରେରଣାର୍ଥକ କ୍ରିୟା
    ଆଣ୍ଅଣାଅଣାଇବା
    ଉଡ଼୍ଉଡ଼ାଉଡ଼ାଇବା
    କହ୍କୁହାକୁହାଇବା
    ଖାଖୁଆଖୁଆଇବା
    ଗଢ଼୍ଗଢ଼ାଗଢ଼ାଇବା
    ଚଢ଼୍ଚଢ଼ାଚଢ଼ାଇବା
    ଚଲ୍ଚଳାଚଳାଇବା
    ଡର୍ଡରାଡରେଇବା
    ଥୋଥୁଆଥୁଆଇବା
    ଦେଦିଆଦିଆଇବା
    ଧର୍ଧରାଧରାଇବା
    ନାଚ୍ନଚାନଚାଇବା
    ପଡ୍ପକାପକାଇବା
    ପିପିଆପିଆଇବା
    ପୋତ୍ପୋତାପୋତାଇବା
    ବଢ଼୍ବଢ଼ାବଢ଼ାଇବା
    ବସ୍ବସାବସାଇବା
    ବାଜ୍ବଜାବଜାଇବା
    ମର୍ମରାମରାଇବା
    ରହ୍ରୁହାରୁହାଇବା
    ଲେଖ୍ଲେଖାଲେଖାଇବା
    ଶୋଶୁଆଶୁଆଇବା
    ହାର୍ହରାହରାଇବା
    ଉଠ୍ଉଠାଉଠାଇବା
    କର୍କରାକରାଇବା
    କାନ୍ଦ୍କନ୍ଦାକନ୍ଦାଇବା
    ଖେଲ୍ଖେଳାଖେଳାଇବା
    ଗିଳ୍ଗିଳାଗିଳାଇବା
    ଚର୍ଚରାଚରାଇବା
    ଛାପ୍ଛପାଛପେଇବା
    ଜଳ୍ଜଳାଜଳେଇବା
    ତରକ୍ତରକାତରକେଇବା
    ଦଉଡ଼୍ଦଉଡ଼ାଦଉଡ଼ାଇବା
    ଦେଖ୍ଦେଖାଦେଖାଇବା
    ଧୋଧୁଆଧୁଆଇବା
    ନେନିଆନିଆଇବା
    ପୋଡ଼୍ପୋଡ଼ାପୋଡ଼ାଇବା
    ଫଳ୍ଫଳାଫଳାଇବା
    ବନ୍ଦ୍ବନ୍ଦାବନ୍ଦାଇବା
    ବହ୍ବୁହାବୁହାଇବା
    ବୁଲ୍ବୁଲାବୁଲାଇବା
    ରଖ୍ରଖାରଖାଇବା
    ଲାଗ୍ଲଗାଲଗାଇବା
    ଶୁଣ୍ଶୁଣାଶୁଣାଇବା
    ହସ୍ହସାହସାଇବା

    ୮. ନାମଧାତୁ

    ବିଶେଷ୍ୟରୁ ଗଠିତ

    ବିଶେଷ୍ୟନାମଧାତୁ କ୍ରିୟା
    ଅଙ୍କୁରଅଙ୍କୁରିବା
    ଆଗଆଗେଇବା
    ଆଦେଶଆଦେଶିବା
    ଉତରଉତରିବା
    ଓସାରଓସାରିବା
    ଓହଳଓହଳିବା
    କାଖକାଖେଇବା
    କାନକାନେଇବା
    କୁଞ୍ଚକୁଞ୍ଚିବା
    କୋଳକୋଳେଇବା
    ଖତଖତେଇବା
    ଗଜାଗଜେଇବା
    ଗାରଗାରେଇବା
    ଘେରଘେରିବା
    ଅଣ୍ଡାଅଣ୍ଡେଇବା
    ଆଖିଆଖେଇବା
    ଆଦରଆଦରିବା
    ଉଗାଳଉଗାଳିବା
    ଓହରଓହରିବା
    କାତକାତେଇବା
    କାନ୍ଧକାନ୍ଧେଇବା
    ଖାଲଖାଲେଇବା
    ଗଦାଗଦେଇବା
    ଘୋଡ଼ାଘୋଡ଼େଇବା
    ଚମକଚମକିବା
    ଚୂନାଚୂନେଇବା
    ଛକଛକିବା
    ଛାଟଛାଟିବା
    ଛେରାଛେରିବା
    ଝଟକଝଟକିବା
    ଝାଳଝାଳିବା
    ଠକଠକିବା
    ଡାକଡାକିବା
    ଡେରିଡେରିବା
    ତାଡ଼ତାଡ଼ିବା
    ଦାଗଦାଗିବା
    ଧାରଧାରିବା
    ନାକନାକେଇବା
    ନିଶ୍ୱାସନିଶ୍ୱସିବା
    ଚଡ଼କଚଡ଼କିବା
    ଚୁଗୁଲିଚୁଗୁଲେଇବା
    ଚେରଚେରେଇବା
    ଛନ୍ଦଛନ୍ଦିବା
    ଛାଲଛାଲିବା
    ଛୁଟିଛୁଟିବା
    ଜପଜପିବା
    ଜୋତଜୋତିବା
    ଝଲକଝଲକିବା
    ଟାଙ୍ଗିଟାଙ୍ଗିବା
    ଠାରଠାରିବା
    ଡରଡରିବା
    ଢୋକଢୋକିବା
    ତାତିତାତିବା
    ତେଲତେଲେଇବା
    ଦଣ୍ଡଦଣ୍ଡିବା
    ଦାନ୍ତଦାନ୍ତେଇବା
    ଧମକଧମକେଇବା
    ନଖନଖେଇବା
    ନାଲନାଲେଇବା
    ପଲ୍ଲବପଲ୍ଲବିବା
    ପାଖପାଖେଇବା
    ପାଣିପାଣେଇବା
    ପିଠିପିଠେଇବା
    ପ୍ରଭାତପ୍ରଭାତିବା
    ଫେଣଫେଣିବା
    ବାଟବାଟେଇବା
    ଭଉଁରଭଉଁରିବା
    ଭୋକଭୋକେଇବା
    ମଦମଦେଇବା
    ମୁକୁଳମୁକୁଳିବା
    ମୁଣ୍ଡମୁଣ୍ଡେଇବା
    ରାଗରଗେଇବା
    ଲାଜଲାଜେଇବା
    ଶାପଶାପିବା
    ଶୋଷଶୋଷେଇବା
    ସମ୍ଭାଳସମ୍ଭାଳିବା
    ସେକସେକିବା
    ପାଟିପାଟେଇବା
    ପେଟପେଟେଇବା
    ଫାନ୍ଦଫାନ୍ଦିବା
    ବାଡ଼ିବାଡ଼େଇବା
    ବେତବେତେଇବା
    ଭାଙ୍ଗଭାଙ୍ଗିବା
    ମନମନେଇବା
    ମାଟିମାଟେଇବା
    ଲେଉଟଲେଉଟିବା
    ଶାଣଶାଣିବା
    ହାତହାତେଇବା

    ବିଶେଷଣରୁ ଗଠିତ

    ବିଶେଷଣନାମଧାତୁ କ୍ରିୟା
    ଅଟକଅଟକିବା
    ଆଣ୍ଟଆଣ୍ଟିବା
    ଉକୁଟାଉକୁଟେଇବା
    ଉଡ଼ାଉଡ଼ିବା
    ଉଷୁମଉଷୁମେଇବା
    କେମ୍ପାକେମ୍ପେଇବା
    ଖସଡ଼ାଖସଡ଼ିବା
    ଗେହ୍ଲାଗେହ୍ଲେଇବା
    ଘାବରାଘାବରିବା
    ଚିକ୍କଣଚିକ୍କଣେଇବା
    ଛୋଟଛୋଟେଇବା
    ଜାକଜାକିବା
    ଟାଣଟାଣିବା
    ଡହରାଡହରେଇବା
    ଡିଲାଡିଲେଇବା
    ତିଖତିଖେଇବା
    ତେଡ଼ାତେଡ଼ିବା
    ଥେଣ୍ଟାଥେଣ୍ଟିବା
    ଦୋଅଡ଼ଦୋଅଡ଼ିବା
    ଧୂମାଧୂମେଇବା
    ଇଡ଼ାଇଡ଼ିବା
    ଉଗୁଜାଉଗୁଜେଇବା
    ଉଞ୍ଚଉଞ୍ଚାଇବା
    ଉଭାଉଭେଇବା
    କଅଁଳକଅଁଳିବା
    ଖନାଖନେଇବା
    ଗୋଟାଗୋଟେଇବା
    ଚଖାଚାଖିବା
    ଚିହ୍ନଚିହ୍ନିବା
    ଛାପାଛପାଇବା
    ଜାଳଜାଳିବା
    ଜିତାଜିତିବା
    ଝିଙ୍କାଝିଙ୍କିବା
    ଢିପଢିପେଇବା
    ତରଳତରଳିବା
    ତୁଳତୁଲେଇବା
    ଥକାଥକିବା
    ଦମକଦମକିବା
    ଧଳାଧଉଳେଇବା
    ଧୂଆଧୋଇବା
    ନରମନରମିବା
    ନୀରବନୀରବିବା
    ପଙ୍ଗୁପେଙ୍ଗେଇବା
    ପାତଳପାତଳେଇବା
    ଫୁଟାଫୁଟିବା
    ଭିଜାଭିଜାଇବା
    ମୋଟାମୋଟେଇବା
    ଲମ୍ବଲମ୍ବେଇବା
    ଶୀତଳଶୀତଳାଇବା
    ସଫାସଫେଇବା
    ସାଉଁଳିଆସାଉଁଳିବା
    ସୋଡ଼କାସୋଡ଼କେଇବା
    ହରବରହରବରେଇବା
    ହୁଗୁଳାହୁଗୁଳେଇବା
    ନିବୁଜନିବୁଜିବା
    ପାକଳପାକଳେଇବା
    ଫଟାଫଟେଇବା
    ଫାଙ୍କଫାଙ୍କିବା
    ଫୁଲାଫୁଲିବା
    ମେଲାମେଲାଇବା
    ରୁଣ୍ଡରୁଣ୍ଡେଇବା
    ଶୀତଶୀତେଇବା
    ଶୁଖାଶୁଖିବା
    ସଜାଡ଼ସଜାଡ଼ିବା
    ସଳଖସଳଖିବା
    ସାଉଁଳାସାଉଁଳେଇବା
    ହତାଶହତାଶିବା
    ହଜାହଜେଇବା
    ଆପଣଆପଣେଇବା

    ⚡ ପରୀକ୍ଷା ଟିପ୍ସ୍ / ଭ୍ରମ ଏଡ଼ାନ୍ତୁ

    Sourced from the Odisha Public Service Commission where applicable. opsc.gov.in. EduSaint is not affiliated with OPSC.