Menu
Home
CUET UG
CUET Home Subjects Notes Quizzes Solutions Mock Tests Blog
OPSC
OPSC Home OAS Preparation Question Papers Syllabus Practice MCQs Optional Subjects
Ask a Query
📱 Download BYTE App
About Contact Privacy
Home MCQs App

ଧ୍ୱନି-ବର୍ଣ୍ଣ-ମାତ୍ରା-ଫଳା-ଯୁକ୍ତାକ୍ଷର — Practice MCQs (ସେଟ୍ ୨)

Letters, matras and phala - Set 2

On this page

    Practise 124 questions on this topic
    Learn mode or test mode, with explanations
    Start →

    ଧ୍ୱନି, ବର୍ଣ୍ଣ, ମାତ୍ରା, ଫଳା ଓ ଯୁକ୍ତାକ୍ଷର — ନୋଟ୍ସ୍

    ସ୍ରୋତ: ସାରସ୍ୱତ ବ୍ୟାବହାରିକ ଓଡ଼ିଆ ବ୍ୟାକରଣ — ଧ୍ୱନି, ବର୍ଣ୍ଣ ଓ ବର୍ଣ୍ଣମାଳା; ମାତ୍ରା, ଫଳା ଓ ଯୁକ୍ତାକ୍ଷର।

    ବ୍ୟଞ୍ଜନ ବିଭାଗ

    ବର୍ଗବର୍ଣ୍ଣଉଚ୍ଚାରଣ ସ୍ଥାନ
    କ-ବର୍ଗକ ଖ ଗ ଘ ଙକଣ୍ଠ୍ୟ
    ଚ-ବର୍ଗଚ ଛ ଜ ଝ ଞତାଲବ୍ୟ
    ଟ-ବର୍ଗଟ ଠ ଡ ଢ ଣମୂର୍ଦ୍ଧନ୍ୟ
    ତ-ବର୍ଗତ ଥ ଦ ଧ ନଦନ୍ତ୍ୟ
    ପ-ବର୍ଗପ ଫ ବ ଭ ମଓଷ୍ଠ୍ୟ
    ଅନ୍ତଃସ୍ଥଯ ର ଲ ୱ—
    ଊଷ୍ମଶ ଷ ସ ହ—
    ଅଯୋଗବାହଂ ଃ ଁ—

    ମାତ୍ରା ଚିହ୍ନ

    ସ୍ୱରମାତ୍ରାଉଦାହରଣ
    ଆାକା
    ଇିକି
    ଈୀକୀ
    ଉୁକୁ
    ଊୂକୂ
    ଋୃକୃ
    ଏେକେ
    ଐୈକୈ
    ଓୋକୋ
    ଔୌକୌ

    ଫଳା

    ଫଳାଉଦାହରଣ
    ନ ଫଳାକ୍ନ
    ମ ଫଳାକ୍ମ
    ୟ ଫଳାକ୍ୟ
    ର ଫଳାକ୍ର
    ଳ ଫଳାକ୍ଳ
    ଲ ଫଳାକ୍ଲ
    ୱ ଫଳାକ୍ୱ
    ବ ଫଳାକ୍ବ

    ଅନୁନାସିକ ଯୁକ୍ତାକ୍ଷର (୨୦ଟି)

    ବର୍ଗଯୁକ୍ତାକ୍ଷର
    କଙ୍କ ଙ୍ଖ ଙ୍ଗ ଙ୍ଘ
    ଚଞ୍ଚ ଞ୍ଛ ଞ୍ଜ ଞ୍ଝ
    ଟଣ୍ଟ ଣ୍ଠ ଣ୍ଡ ଣ୍ଢ
    ତନ୍ତ ନ୍ଥ ନ୍ଦ ନ୍ଧ
    ପମ୍ପ ମ୍ଫ ମ୍ବ ମ୍ଭ
    ଯୁକ୍ତାକ୍ଷରଗଠନ
    କ୍ଷକ+ଷ
    ଜ୍ଞଜ+ଞ
    ଶ୍ରଶ+ର
    ତ୍ରତ+ର
    ଷ୍ଟଷ+ଟ
    ସ୍ଥସ+ଥ
    ସ୍ତସ+ତ
    ଦ୍ଧଦ+ଧ
    ହ୍ମହ+ମ
    ଶ୍ଚଶ+ଚ

    Sourced from the Odisha Public Service Commission where applicable. opsc.gov.in. EduSaint is not affiliated with OPSC.