Menu
Home
CUET UG
CUET Home Subjects Notes Quizzes Solutions Mock Tests Blog
OPSC
OPSC Home OAS Preparation Question Papers Syllabus Practice MCQs Optional Subjects
Ask a Query
📱 Download BYTE App
About Contact Privacy
Home MCQs App

ସକର୍ମକ-ଅକର୍ମକ-ଦ୍ୱିକର୍ମକ, ପ୍ରୟୋଜକ, ନାମଧାତୁ — Practice MCQs (ସେଟ୍ ୨)

Transitive, causative and denominative verbs

On this page

    Practise 141 questions on this topic
    Learn mode or test mode, with explanations
    Start →

    ସକର୍ମକ, ଅକର୍ମକ, ଦ୍ୱିକର୍ମକ ଓ ମିଶ୍ର କ୍ରିୟା — ବିସ୍ତୃତ ନୋଟ୍ସ୍

    ସ୍ରୋତ: ସାରସ୍ୱତ ବ୍ୟାବହାରିକ ଓଡ଼ିଆ ବ୍ୟାକରଣ — କ୍ରିୟା ଅଧ୍ୟାୟ

    ୧. କର୍ମ ଅନୁସାରେ କ୍ରିୟାର ଭେଦ

    ପ୍ରକାରଲକ୍ଷଣଉଦାହରଣ
    ସକର୍ମକକର୍ମ ଥାଏ; ‘କଣ/କାହାକୁ?’ ପଚାରିଲେ ଉତ୍ତର ମିଳେରମେଶ ଆମ୍ବ ଖାଉଛି।
    ଅକର୍ମକକର୍ମ ନଥାଏ; କ୍ରିୟାର ଫଳ କର୍ତ୍ତାଠାରେ ରହେବିଜୁଳି ଆକାଶରେ ଚମକୁଛି।
    ଦ୍ୱିକର୍ମକଦୁଇଟି କର୍ମ — ମୁଖ୍ୟ (ବସ୍ତୁ) ଓ ଗୌଣ (ବ୍ୟକ୍ତି)ନୀହାରିକା ନଳିନୀକୁ ପାଠ ପଢ଼ାଇଲା।
    ପ୍ରେରଣାର୍ଥକକର୍ତ୍ତା ଅନ୍ୟକୁ କାମ କରାଏମା ଶିଶୁକୁ ଖୁଆଇଲା।

    ୨. ସକର୍ମକ କ୍ରିୟା — ଉଦାହରଣ ବାକ୍ୟ (କର୍ତ୍ତା, କର୍ମ, କ୍ରିୟା)

    ବାକ୍ୟକର୍ତ୍ତାକର୍ମକ୍ରିୟା
    ରମେଶ ଆମ୍ବ ଖାଉଛି।ରମେଶଆମ୍ବଖାଉଛି
    ସୀତା ଗୀତ ଗାଉଛି।ସୀତାଗୀତଗାଉଛି
    କୃଷକ ଧାନ କାଟୁଛି।କୃଷକଧାନକାଟୁଛି
    ଶୁଭ୍ରା ସମ୍ବାଦପତ୍ର ପଢ଼ୁଛି।ଶୁଭ୍ରାସମ୍ବାଦପତ୍ରପଢ଼ୁଛି
    ସୁମନ ସଙ୍ଗୀତ ଶୁଣୁଛି।ସୁମନସଙ୍ଗୀତଶୁଣୁଛି
    ମା’ ଭାତ ରାନ୍ଧୁଛନ୍ତି।ମା’ଭାତରାନ୍ଧୁଛନ୍ତି
    ପିଲାଟି ବହି ପଢ଼ୁଛି।ପିଲାଟିବହିପଢ଼ୁଛି
    ବାପା ବଜାରରୁ ମାଛ ଆଣିଲେ।ବାପାମାଛଆଣିଲେ
    ଶିଶୁଟି ଖେଳଣା ଭାଙ୍ଗିଲା।ଶିଶୁଟିଖେଳଣାଭାଙ୍ଗିଲା
    ଧୋବା ଲୁଗା ଧୋଉଛି।ଧୋବାଲୁଗାଧୋଉଛି
    ସେ ଦରଜା ଖୋଲିଲା।ସେଦରଜାଖୋଲିଲା
    ମାଳୀ ଫୁଲ ତୋଳୁଛି।ମାଳୀଫୁଲତୋଳୁଛି
    ଶିଳ୍ପୀ ମୂର୍ତ୍ତି ଗଢ଼ୁଛି।ଶିଳ୍ପୀମୂର୍ତ୍ତିଗଢ଼ୁଛି
    ବିଲେଇ ମୂଷା ଧରିଲା।ବିଲେଇମୂଷାଧରିଲା
    ଛାତ୍ରମାନେ ପାଠ ମୁଖସ୍ଥ କରୁଛନ୍ତି।ଛାତ୍ରମାନେପାଠକରୁଛନ୍ତି
    କୁମ୍ଭାର ହାଣ୍ଡି ଗଢ଼ୁଛି।କୁମ୍ଭାରହାଣ୍ଡିଗଢ଼ୁଛି
    ଚାକର ଗୋରୁ ଧୋଉଛି।ଚାକରଗୋରୁଧୋଉଛି
    ପିତା ଗାଈ କିଣିଲେ।ପିତାଗାଈକିଣିଲେ
    ଭାଇ ଚିଠି ଲେଖୁଛି।ଭାଇଚିଠିଲେଖୁଛି
    କୁକୁର ହାଡ଼ ଚୋବାଉଛି।କୁକୁରହାଡ଼ଚୋବାଉଛି

    ୩. ସକର୍ମକ କ୍ରିୟାର ତାଲିକା

    ଅର୍ଜିବା · ଅର୍ପିବା · ଆଙ୍କିବା · ଆଣିବା · କରିବା · କାଟିବା · କାମୁଡ଼ିବା · କିଣିବା · କୁଟିବା · ଖାଇବା · ଖୋଲିବା · ଗଢ଼ିବା · ଗପିବା · ଗୁଣିବା · ଘୋରିବା · ଚାଖିବା · ଚାଟିବା · ଚାହିଁବା · ଚିରିବା · ଚୁମ୍ବିବା · ଛାଡ଼ିବା · ଛୁଇଁବା · ଜପିବା · ଜିତିବା · ଜାଳିବା · ଠେଲିବା · ଦେଖିବା · ପିଇବା · ପିନ୍ଧିବା · ଧରିବା · ଧୋଇବା · ନେବା · ବାନ୍ଧିବା · ବିନ୍ଧିବା · ବୁଣିବା · ମାଜିବା · ମାନିବା · ମାପିବା · ମାରିବା · ରଟିବା · ଲଙ୍ଘିବା · ଲିପିବା · ଶୁଣିବା · ସହିବା · ହାଣିବା

    ୪. ଅକର୍ମକ କ୍ରିୟାର ତାଲିକା

    ଉଇଁବା · ଉଠିବା · ଉଡ଼ିବା · ଓଲଟିବା · ଓହ୍ଲାଇବା · କମ୍ପିବା · କମିବା · କାନ୍ଦିବା · କାଶିବା · ଖସିବା · ଜୀଇବା · ବଞ୍ଚିବା · ଘୂରିବା · ଝାଉଁଳିବା · ଚଡ଼କିବା · ଚଢ଼ିବା · ଚମକିବା · ଚଳିବା · ଚହଟିବା · ଚହଳିବା · ଛିଡ଼ିବା · ଜମିବା · ଜଳିବା · ଜନ୍ମିବା · ଫାଟିବା · ଘୁମାଇବା · ଝଲସିବା · ଝୁଲିବା · ଡେଇଁବା · ଡୁବିବା · ଦଉଡ଼ିବା · ନଇଁବା · ନାଚିବା · ପଡ଼ିବା · ପହଞ୍ଚିବା · ପହଁରିବା · ପାଚିବା · ଫଳିବା · ଝଡ଼ିବା · ବର୍ଷିବା · ମରିବା · ମିଳିବା · ମିଶିବା · ରହିବା · ରାବିବା · ଲୋଟିବା · ହଲିବା · ହସିବା · ହେବା · ଶୋଇବା · ଘଟିବା · ବଢ଼ିବା · ବସିବା

    ଅକର୍ମକ ବାକ୍ୟ

    ବାକ୍ୟକ୍ରିୟା
    ବିଜୁଳି ଆକାଶରେ ଚମକୁଛି।ଚମକୁଛି
    ପ୍ରତିଯୋଗୀମାନେ ପଡ଼ିଆରେ ଧାଉଁଛନ୍ତି।ଧାଉଁଛନ୍ତି
    ଶିଶୁଟି ହସୁଛି।ହସୁଛି
    ପିଲାମାନେ ନାଚୁଛନ୍ତି।ନାଚୁଛନ୍ତି
    ସୂର୍ଯ୍ୟ ପୂର୍ବଦିଗରେ ଉଇଁଲେ।ଉଇଁଲେ
    ନଦୀ ବହୁଛି।ବହୁଛି
    ଫୁଲ ଫୁଟିଛି।ଫୁଟିଛି
    ଚଢ଼େଇଟି ଉଡ଼ୁଛି।ଉଡ଼ୁଛି
    ମୟୂର ନାଚୁଥିଲା।ନାଚୁଥିଲା
    ପିଲାଟି ଶୋଇଛି।ଶୋଇଛି
    ଗଛରୁ ପତ୍ର ଝଡ଼ୁଛି।ଝଡ଼ୁଛି
    ମେଘ ଗର୍ଜୁଛି।ଗର୍ଜୁଛି
    ଶିଶୁଟି କାନ୍ଦୁଛି।କାନ୍ଦୁଛି
    ମେଘ ବର୍ଷୁଛି।ବର୍ଷୁଛି
    ଗୁରୁ ବସିଲେ।ବସିଲେ
    ବାଘ ଡେଇଁଲା।ଡେଇଁଲା
    ବାକ୍ୟକର୍ତ୍ତାକର୍ମ ୧କର୍ମ ୨କ୍ରିୟା
    ପ୍ରଧାନ ଶିକ୍ଷକ ପବିତ୍ରକୁ ଅଫିସକୁ ଡାକିଲେ।ପ୍ରଧାନ ଶିକ୍ଷକପବିତ୍ରକୁଅଫିସକୁଡାକିଲେ
    ନୀହାରିକା ନଳିନୀକୁ ପାଠ ପଢ଼ାଇଲା।ନୀହାରିକାନଳିନୀକୁପାଠପଢ଼ାଇଲା
    ହେ ଜଗନ୍ନାଥ! ମୁଁ ତୁମକୁ ଧନ ମାଗୁନାହିଁ।ମୁଁତୁମକୁଧନମାଗୁନାହିଁ
    ଆପଣ ମୋତେ ସତ କହୁନାହାନ୍ତି।ଆପଣମୋତେସତକହୁନାହାନ୍ତି
    ମୁଁ ରୋଗୀକୁ ପାଞ୍ଚଟଙ୍କା ଦେଲି।ମୁଁରୋଗୀକୁପାଞ୍ଚଟଙ୍କାଦେଲି
    ସମରେଶ ଶିକ୍ଷକଙ୍କୁ ଉତ୍ତର ଦେଇପାରିଲା ନାହିଁ।ସମରେଶଶିକ୍ଷକଙ୍କୁଉତ୍ତରଦେଇପାରିଲା
    ଗିରୀଶ ରମେଶକୁ ଅନେକଥର ଚିଠି ଲେଖିଛି।ଗିରୀଶରମେଶକୁଚିଠିଲେଖିଛି
    ଶିକ୍ଷକ ପିଲାମାନଙ୍କୁ କ୍ରିକେଟ ଖେଳାଉଛନ୍ତି।ଶିକ୍ଷକପିଲାମାନଙ୍କୁକ୍ରିକେଟଖେଳାଉଛନ୍ତି
    ବାପା ମା’ଙ୍କୁ ପୁରାଣ ଶୁଣାଉଛନ୍ତି।ବାପାମା’ଙ୍କୁପୁରାଣଶୁଣାଉଛନ୍ତି
    ବନ୍ଧୁ ମୋତେ କନ୍ୟାକୁମାରୀ ଦେଖାଇଲେ।ବନ୍ଧୁମୋତେକନ୍ୟାକୁମାରୀଦେଖାଇଲେ

    ୬. ଅମିଶ୍ର ଓ ମିଶ୍ର କ୍ରିୟା

    ଅମିଶ୍ର → ମିଶ୍ର (ସକର୍ମକ, ‘କରିବା’ ଯୋଗ)

    ଅମିଶ୍ରମିଶ୍ର
    ଗାଉଛିଗାନ କରୁଛି
    ଶୁଣିଲେଶ୍ରବଣ କଲେ
    ଦେଖିବଦର୍ଶନ କରିବ
    ପିଇବାପାନ କରିବା
    ଫେରିବାପ୍ରତ୍ୟାବର୍ତ୍ତନ କରିବା
    ବହିବାବହନ କରିବା
    କିଣିବାକ୍ରୟ କରିବା
    ଯିବାଗମନ କରିବା
    ସହିବାସହ୍ୟ କରିବା
    ଜିଣିବାଜୟ କରିବା
    ଖାଇବାଭୋଜନ କରିବା
    ପିନ୍ଧିବାପରିଧାନ କରିବା
    ପଢ଼ିଲେପାଠ କଲେ

    ଅମିଶ୍ର → ମିଶ୍ର (ଅକର୍ମକ, ‘କରିବା’ ଯୋଗ)

    ଅମିଶ୍ରମିଶ୍ର
    ଶୋଇଲେଶୟନ କଲେ
    ଧାଉଁଛିଧାବନ କରୁଛି
    କାନ୍ଦିବାକ୍ରନ୍ଦନ କରିବା
    ଗର୍ଜିବଗର୍ଜନ କରିବ
    ଓହ୍ଲାଇବାଅବତରଣ କରିବା
    ହସିବାହାସ୍ୟ କରିବା

    ଅମିଶ୍ର → ମିଶ୍ର (ଅକର୍ମକ, ‘ହେବା’ ଯୋଗ)

    ଅମିଶ୍ରମିଶ୍ର
    ଶୁଖିଲାଶୁଷ୍କ ହେଲା
    ଜାଗିବଜାଗ୍ରତ ହେବ
    ମରିବାମୃତ ହେବା
    ପାଚିବାପକ୍ୱ ହେବା
    କମ୍ପିବାକମ୍ପିତ ହେବା
    ଛିଣ୍ଡିବାଛିନ୍ନ ହେବା
    ଜନ୍ମିବାଜାତ ହେବା
    ବଢ଼ିବାବର୍ଦ୍ଧିତ ହେବା
    ପଡ଼ିବାପତିତ ହେବା
    ଉଇଁଲେଉଦିତ ହେଲେ

    ୭. ସହାୟକାରୀ ଧାତୁ ଓ ଯୌଗିକ କ୍ରିୟା

    ମୁଖ୍ୟ ଧାତୁ ସହ ସହାୟକାରୀ ଧାତୁ ଯୋଗ ହୋଇ ଯୌଗିକ କ୍ରିୟା ଗଠିତ ହୁଏ। ଉଦାହରଣ:

    ସହାୟକାରୀ ଧାତୁଯୌଗିକ କ୍ରିୟା
    ଉଠ୍ଗର୍ଜିଉଠିଲା · ମାତିଉଠିଲା · କହିଉଠିଲା · ଫୁଲିଉଠିଲା · ହସିଉଠିଲା
    ପଡ୍ଡେଇଁପଡ଼ିବା · ଖସିପଡ଼ିବା · ଭାଙ୍ଗିପଡ଼ିବା · ଲାଗିପଡ଼ିବା · ବସିପଡ଼ିବା
    ପକାକାନ୍ଦିପକାଇବା · କହିପକାଇବା · ଗିଳିପକାଇଲା
    ପାର୍ପଢ଼ିପାରିବା · କରିପାରିବା · ଶୁଣିପାରିବା · ଲେଖିପାରିବା · ଗଣିପାରିବା
    ସାର୍ଲେଖିସାରିବା · ଖାଇସାରିବା · ପଢ଼ିସାରିବା · ଖେଳିସାରିବା · କହିସାରିବା
    ଦେଦେଇଦେବା · କହିଦେବା · ହସିଦେବା · ଚାହିଁଦେବା · ମାରିଦେବା
    ନେମାରିନେବା · ବୋହିନେବା · ଲେଖିନେବା · ବାନ୍ଧିନେବା · ଦେଖିନେବା
    ଆଣ୍ବୋହିଆଣିବା · ମାଗିଆଣିବା · କିଣିଆଣିବା · ଗୋଡ଼େଇଆଣିବା · ଉଠାଇଆଣିବା
    ଯାପଢ଼ିଯିବା · ନେଇଯିବା · ଚାଲିଯିବା · ଖାଇଯିବା · ଧାଇଁଯିବା · ଉଡ଼ିଯିବା · ସରିଯିବା

    ⚡ ପରୀକ୍ଷା ଟିପ୍ସ୍ / ଭ୍ରମ ଏଡ଼ାନ୍ତୁ

    Sourced from the Odisha Public Service Commission where applicable. opsc.gov.in. EduSaint is not affiliated with OPSC.