Menu
Home
CUET UG
CUET Home Subjects Notes Quizzes Solutions Mock Tests Blog
OPSC
OPSC Home OAS Preparation Question Papers Syllabus Practice MCQs Optional Subjects
Ask a Query
📱 Download BYTE App
About Contact Privacy
Home MCQs App

ଶବ୍ଦଶକ୍ତି ଓ ଶବ୍ଦାର୍ଥ — Practice MCQs

Word power (Shabda-shakti)

On this page

    Practise 54 questions on this topic
    Learn mode or test mode, with explanations
    Start →

    ଶବ୍ଦଶକ୍ତି, ଶବ୍ଦାର୍ଥ ଓ ବ୍ୟୁତ୍ପତ୍ତି — ନୋଟ୍ସ୍

    ସ୍ରୋତ: ସାରସ୍ୱତ ବ୍ୟାବହାରିକ ଓଡ଼ିଆ ବ୍ୟାକରଣ — ଶବ୍ଦବୈଶିଷ୍ଟ୍ୟ (କ)(ଖ)(ଗ)।

    ଶବ୍ଦଶକ୍ତି (ତିନି ପ୍ରକାର)

    ଶକ୍ତିଅର୍ଥଉଦାହରଣ
    ଅଭିଧାମୌଳିକ/ବାଚ୍ୟାର୍ଥଆକାଶରେ ଚନ୍ଦ୍ର ଉଦୟ ହେଲେ
    ଲକ୍ଷଣାମୁଖ୍ୟାର୍ଥ ବାଧିତ ହୋଇ ଲକ୍ଷ୍ୟାର୍ଥଅନ୍ୟ ପ୍ରଦେଶ ତୁଳନାରେ ଓଡ଼ିଶା ଦରିଦ୍ର
    ବ୍ୟଞ୍ଜନାଆକ୍ଷରିକ ଅର୍ଥ ତ୍ୟାଗ, ବ୍ୟଙ୍ଗ୍ୟାର୍ଥନମସ୍କାର, ମୁଁ ଆସୁଛି

    ଶବ୍ଦାର୍ଥର ପରିବର୍ତ୍ତନ (ପାଞ୍ଚ ପ୍ରକାର)

    ପ୍ରକାରଅର୍ଥଉଦାହରଣ
    ଅର୍ଥ ସଙ୍କୋଚନବ୍ୟାପକ → ସୀମିତମୃଗ
    ଅର୍ଥ ସଂପ୍ରସାରଣସୀମିତ → ବ୍ୟାପକତେଲ, ଚାଷ, ମାରିବା
    ଅର୍ଥାଦେଶସମ୍ପୂର୍ଣ୍ଣ ଭିନ୍ନ ଅର୍ଥମୌନ, ରାଗ, ଉଧାର, ମହୁର, ମାଇ
    ଅର୍ଥୋତ୍କର୍ଷମନ୍ଦ → ଭଲଅପରୂପ, ମନ୍ଦିର, ବିଦଗ୍ଧ, ମୁଗ୍ଧ
    ଅର୍ଥାପକର୍ଷଭଲ → ମନ୍ଦମହାଜନ, ନଗ୍ନ, ମହାପାତ୍ର

    ବ୍ୟୁତ୍ପତ୍ତିଗତ ବିଭାଗ

    ପ୍ରକାରଲକ୍ଷଣଉଦାହରଣ
    ରୂଢ଼ବ୍ୟୁତ୍ପତ୍ତି ଅର୍ଥ ଛାଡ଼ି ଅନ୍ୟ ଅର୍ଥବ୍ୟାଘ୍ର, ଲାବଣ୍ୟ, ବଳଦ, ଘଟ, ସନ୍ଧ୍ୟା, ନବନୀତ
    ଯୌଗିକବ୍ୟୁତ୍ପତ୍ତି ଅର୍ଥ ସମାନରକ୍ଷକ, ପାଠ୍ୟ, ହଳିଆ, ସୌଜନ୍ୟ
    ଯୋଗରୂଢ଼ଅର୍ଥ ଅନେକ ସମ୍ଭବ, ନିର୍ଦ୍ଦିଷ୍ଟ ଗୋଟିଏପଙ୍କଜ, ଜଳଦ, କ୍ଷତ୍ରିୟ, ଲେଖନୀ, ଶିଷ୍ୟ, ଦନ୍ତୀ

    Sourced from the Odisha Public Service Commission where applicable. opsc.gov.in. EduSaint is not affiliated with OPSC.