Menu
Home
CUET UG
CUET Home Subjects Notes Quizzes Solutions Mock Tests Blog
OPSC
OPSC Home OAS Preparation Question Papers Syllabus Practice MCQs Optional Subjects
Ask a Query
📱 Download BYTE App
About Contact Privacy
Home MCQs App

ଉପସର୍ଗ — Practice MCQs

Prefixes (ପୂର୍ବ ପ୍ରତ୍ୟୟ)

On this page

    Practise 104 questions on this topic
    Learn mode or test mode, with explanations
    Start →

    ଉପସର୍ଗ (ପୂର୍ବ ପ୍ରତ୍ୟୟ) — ନୋଟ୍ସ୍

    ସ୍ରୋତ: ସାରସ୍ୱତ ବ୍ୟାବହାରିକ ଓଡ଼ିଆ ବ୍ୟାକରଣ — କ୍ରିୟା ଅଧ୍ୟାୟ

    କୋଡ଼ିଏ ଉପସର୍ଗ

    ପ୍ର · ପରା · ଅପ · ସମ୍ · ନି · ଅଧି · ସୁ · ନିର୍ · ଉତ୍ · ପରି · ପ୍ରତି · ଅବ · ଅନୁ · ଦୁର୍ · ବି · ଅଭି · ଅତି · ଅପି · ଉପ · ଆ

    ଉପସର୍ଗଯୋଗେ ଅର୍ଥ ପରିବର୍ତ୍ତନ

    ଧାତୁଅର୍ଥ
    ହୃହରଣ କରିବା
    କୃକରିବା
    ବଦ୍କହିବା
    ଗ୍ରହ୍ଗ୍ରହଣ କରିବା
    ଚର୍ଗତି କରିବା, ଯିବା
    ଶବ୍ଦଅର୍ଥ
    ପ୍ରହାରମାଡ଼
    ସଂହାରବିନାଶ
    ଉପହାରଉପଢ଼ୌକନ
    ପରିହାରତ୍ୟାଗ
    ଆହାରଭୋଜନ
    ବିହାରଭ୍ରମଣ
    ଆକାରଆକୃତି
    ପ୍ରକାରଶ୍ରେଣୀ
    ଉପକାରହିତ
    ଅପକାରକ୍ଷତି
    ଅଧିକାରକ୍ଷମତା
    ଅନୁକରଣନକଲ
    ପ୍ରବାଦକିମ୍ବଦନ୍ତୀ
    ଅପବାଦନିନ୍ଦା
    ସମ୍ବାଦଖବର
    ବିବାଦକଳହ
    ଅନୁବାଦଭାଷାନ୍ତରୀକରଣ
    ଆଗ୍ରହଆଦର
    ବିଗ୍ରହମୂର୍ତ୍ତି
    ନିଗ୍ରହଦଣ୍ଡ
    ଅନୁଗ୍ରହଦୟା
    ପରିଗ୍ରହଗ୍ରହଣ
    ସଞ୍ଚାରଗତି
    ଆଚାରବ୍ୟବହାର
    ଉପଚାରଚିକିତ୍ସା
    ଅତିଚାରଲଂଘନ
    ପ୍ରଚାରଘୋଷଣା

    ⚡ ପରୀକ୍ଷା ଟିପ୍ସ୍ / ଭ୍ରମ ଏଡ଼ାନ୍ତୁ

    Sourced from the Odisha Public Service Commission where applicable. opsc.gov.in. EduSaint is not affiliated with OPSC.