Menu
Home
CUET UG
CUET Home Subjects Notes Quizzes Solutions Mock Tests Blog
OPSC
OPSC Home OAS Preparation Question Papers Syllabus Practice MCQs Optional Subjects
Ask a Query
📱 Download BYTE App
About Contact Privacy
Home MCQs App

କୃଦନ୍ତ ଓ ତଦ୍ଧିତ — Practice MCQs (ସେଟ୍ ୫)

Primary and secondary suffixes

On this page

    Practise 203 questions on this topic
    Learn mode or test mode, with explanations
    Start →

    କୃଦନ୍ତ ଓ ତଦ୍ଧିତ — ବିସ୍ତୃତ ନୋଟ୍ସ୍

    ସ୍ରୋତ: ସାରସ୍ୱତ ବ୍ୟାବହାରିକ ଓଡ଼ିଆ ବ୍ୟାକରଣ — କୃତ୍ ଓ ତଦ୍ଧିତ ପ୍ରତ୍ୟୟ ଅଧ୍ୟାୟ।

    କୃତ୍ ପ୍ରତ୍ୟୟ (ସଂସ୍କୃତ) — ଉଦାହରଣ

    ପ୍ରତ୍ୟୟଉଦାହରଣ
    ତବ୍ୟକୃ + ତବ୍ୟ = କର୍ତ୍ତବ୍ୟ, ଶ୍ରୁ + ତବ୍ୟ = ଶ୍ରୋତବ୍ୟ, ଗମ୍ + ତବ୍ୟ = ଗନ୍ତବ୍ୟ, ଦା + ତବ୍ୟ = ଦାତବ୍ୟ
    ତୃଦା + ତୃ = ଦାତା, କୃ + ତୃ = କର୍ତ୍ତା, ଜି + ତୃ = ଜେତା, ନୀ + ତୃ = ନେତା
    ତଗମ୍ + ତ = ଗତ, ଶ୍ରୁ + ତ = ଶ୍ରୁତ, ଦୃଶ୍ + ତ = ଦୃଷ୍ଟ, ଭୂ + ତ = ଭୂତ
    ଅନୀୟଦୃଶ୍ + ଅନୀୟ = ଦର୍ଶନୀୟ, ପୂଜ୍ + ଅନୀୟ = ପୂଜନୀୟ, ପଠ୍ + ଅନୀୟ = ପଠନୀୟ, ସ୍ମୃ + ଅନୀୟ = ସ୍ମରଣୀୟ
    ଅନଗମ୍ + ଅନ = ଗମନ, ଭୂ + ଅନ = ଭବନ, ପା + ଅନ = ପାନ, ଦୃଶ୍ + ଅନ = ଦର୍ଶନ
    ଅକପଠ୍ + ଅକ = ପାଠକ, ଲିଖ୍ + ଅକ = ଲେଖକ, ଗୈ + ଅକ = ଗାୟକ, ନୀ + ଅକ = ନାୟକ

    ସଂସ୍କୃତ ତଦ୍ଧିତ ପ୍ରତ୍ୟୟ

    ପ୍ରତ୍ୟୟଅର୍ଥଉଦାହରଣ
    ତନ୍ସମୟବୋଧକଊର୍ଦ୍ଧ୍ୱ + ତନ = ଊର୍ଦ୍ଧ୍ୱତନ, ଅଧୁନା + ତନ = ଅଧୁନାତନ, ପ୍ରାକ୍ + ତନ = ପ୍ରାକ୍ତନ, ସାୟଂ + ତନ = ସାୟଂତନ
    ଶସ୍ବୀପ୍ସାପ୍ରାୟ + ଶସ୍ = ପ୍ରାୟଶଃ, ଖଣ୍ଡ + ଶସ୍ = ଖଣ୍ଡଶଃ, କ୍ରମ + ଶସ୍ = କ୍ରମଶଃ, ବହୁ + ଶସ୍ = ବହୁଶଃ
    ତ୍ରସପ୍ତମୀ ଅର୍ଥଯତ୍ + ତ୍ର = ଯତ୍ର, ତତ୍ + ତ୍ର = ତତ୍ର, ଏକ + ତ୍ର = ଏକତ୍ର, ଅନ୍ୟ + ତ୍ର = ଅନ୍ୟତ୍ର
    ତସ୍ପଞ୍ଚମୀ/ସପ୍ତମୀସର୍ବ + ତସ୍ = ସର୍ବତଃ, ବସ୍ତୁ + ତସ୍ = ବସ୍ତୁତଃ, ଦୂର + ତସ୍ = ଦୂରତଃ, ଅନ୍ତ + ତସ୍ = ଅନ୍ତତଃ
    ଅପ୍ରୋକ୍ତ/କୃତ/ରଚିତ, ରଞ୍ଜିତପତଞ୍ଜଳି + ଅ = ପାତଞ୍ଜଳ, ବଶିଷ୍ଠ + ଅ = ବାଶିଷ୍ଠ, କପିଳ + ଅ = କାପିଳ, ଦେବ + ଅ = ଦୈବ, ଋଷି + ଅ = ଆର୍ଷ, କଣାଦ + ଅ = କାଣାଦ

    ଓଡ଼ିଆ ତଦ୍ଧିତ ପ୍ରତ୍ୟୟ (ଅର୍ଥ ଅନୁସାରେ)

    ଅର୍ଥପ୍ରତ୍ୟୟଉଦାହରଣ
    ଅଛି/ଅଧିକାରଆ, ଆଳ, ଆଳିଆ, ଇଆ, ଇଆର, ଈ, ଉଆ, ବନ୍ତ, ମନ୍ତ, ଦାର, ବାଲାଶ୍ରୀ + ବନ୍ତ = ଶ୍ରୀବନ୍ତ, ଗୁଣ + ବନ୍ତ = ଗୁଣବନ୍ତ; ଭାଗ + ଦାର = ଭାଗିଦାର, ଜମି + ଦାର = ଜମିଦାର; ମାଛ + ବାଲା = ମାଛବାଲା, ଜମି + ବାଲା = ଜମିବାଲା
    ଅଭ୍ୟାସ/ନିପୁଣଆ, ଆଳି, ଉଆ, ଉରା, ଖୋର, ବାଜନିଶା + ଖୋର = ନିଶାଖୋର, ଅଫିମ + ଖୋର = ଅଫିମଖୋର, ଗଞ୍ଜା + ଖୋର = ଗଞ୍ଜାଖୋର; ମାମଲା + ବାଜ = ମାମଲାବାଜ, ଧପା + ବାଜ = ଧପାବାଜ
    ଅନାଦର/ସମ୍ବୋଧନଆ, ଇଆ, ଟାବାମ + ଆ = ବାମା; ଲୋକ + ଟା = ଲୋକଟା
    ଆଦରଟିପୁଅ + ଟି = ପୁଅଟି; ଝିଅ + ଟି = ଝିଅଟି
    ଭାବ/ଗୁଣପଣ, ପଣିଆ, ଇମା, ଗିରି, ଆମି, ଈସୁନ୍ଦର + ପଣ = ସୁନ୍ଦରପଣ, ଦାତା + ପଣ = ଦାତାପଣ; ବାବୁ + ଗିରି = ବାବୁଗିରି, ଦାଦା + ଗିରି = ଦାଦାଗିରି; ଠକ + ଆମି = ଠକାମି, ବୋକା + ଆମି = ବୋକାମି
    ସମ୍ବନ୍ଧ/ସ୍ଥାନଇଆ, ଈଦାଗ + ଈ = ଦାଗୀ, ଭାର + ଈ = ଭାରୀ, ମଉଜ + ଈ = ମଉଜୀ
    ସ୍ୱାର୍ଥଆ, ଇ, ଇଆ, କ, ଟା, ଡ଼ା, ରାମୋଟ + ଆ = ମୋଟା; ମେଳ + କ = ମେଳକ
    ଜାତଆ, ଇଆ, ଈପୂର୍ବ + ଆ = ପୂର୍ବା
    ରଞ୍ଜିତ/ଲିପ୍ତଆଧୂଳି + ଆ = ଧୂଳିଆ; ମାଟି + ଆ = ମାଟିଆ

    ⚡ ପରୀକ୍ଷା ଟିପ୍ସ୍ / ଭ୍ରମ ଏଡ଼ାନ୍ତୁ

    Sourced from the Odisha Public Service Commission where applicable. opsc.gov.in. EduSaint is not affiliated with OPSC.