Menu
Home
CUET UG
CUET Home Subjects Notes Quizzes Solutions Mock Tests Blog
OPSC
OPSC Home OAS Preparation Question Papers Syllabus Practice MCQs Optional Subjects
Ask a Query
📱 Download BYTE App
About Contact Privacy
Home MCQs App

ସମୋଚ୍ଚାରିତ ଶବ୍ଦ — Practice MCQs

Homophones and similar-sounding words

On this page

    Practise 108 questions on this topic
    Learn mode or test mode, with explanations
    Start →

    ସମୋଚ୍ଚାରିତ ଓ ପ୍ରାୟସମୋଚ୍ଚାରିତ ଶବ୍ଦ — ନୋଟ୍ସ୍

    ସ୍ରୋତ: ସାରସ୍ୱତ ବ୍ୟାବହାରିକ ଓଡ଼ିଆ ବ୍ୟାକରଣ — ଶବ୍ଦବୈଶିଷ୍ଟ୍ୟ — ସମୋଚ୍ଚାରିତ ଶବ୍ଦ।

    ଶବ୍ଦଗୁଚ୍ଛଅର୍ଥ
    ଅର୍ଥ, ଅର୍ଘ୍ୟଅର୍ଥ = ମୂଲ୍ୟ; ଅର୍ଘ୍ୟ = ପୂଜୋପକରଣ
    ଅବହିତ, ଅବିହିତ, ଅଭିହିତଅବହିତ = ମନୋଯୋଗୀ; ଅବିହିତ = ଅନୁଚିତ; ଅଭିହିତ = କଥିତ
    ଅଂଶ, ଅଂସଅଂଶ = ଭାଗ; ଅଂସ = ସ୍କନ୍ଧ
    ଅନିଳ, ଅନୀଳଅନିଳ = ପବନ; ଅନୀଳ = ଯାହା ନୀଳ ନୁହେଁ
    ଅଶନ, ଅସନଅଶନ = ଭୋଜନ; ଅସନ = କ୍ଷେପଣ
    ଅଳିକ, ଅଳୀକଅଳିକ = ଲଲାଟ; ଅଳୀକ = ମିଥ୍ୟା
    ଆଭାଷ, ଆଭାସଆଭାଷ = ଭାଷଣ; ଆଭାସ = ଇଙ୍ଗିତ
    ଆବୃତ, ଆବୃତ୍ତଆବୃତ = ଆଚ୍ଛାଦିତ; ଆବୃତ୍ତ = ଅଭ୍ୟସ୍ତ
    ଇତି, ଈତିଇତି = ଶେଷ; ଈତି = ଅନାବୃଷ୍ଟି ଆଦି ପ୍ରାକୃତିକ ବିପର୍ଯ୍ୟୟ
    ଈଶ, ଈଷଈଶ = ଈଶ୍ୱର; ଈଷ = ଲାଙ୍ଗଳଦଣ୍ଡ
    ଉପାଦାନ, ଉପାଧାନଉପାଦାନ = ଉପକରଣ; ଉପାଧାନ = ତକିଆ
    କୁଳ, କୂଳକୁଳ = ବଂଶ; କୂଳ = ତଟ
    କୂଜନ, କୁଜନକୂଜନ = ପକ୍ଷୀର ଧ୍ୱନି; କୁଜନ = ଖରାପଲୋକ
    ଗିରିଶ, ଗିରୀଶଗିରିଶ = ମହାଦେବ; ଗିରୀଶ = ଗିରିଶ୍ରେଷ୍ଠ ହିମାଳୟ
    ଚରିତ, ଚରିତ୍ରଚରିତ = କଥା, ବିଷୟ; ଚରିତ୍ର = ନୈତିକ ସ୍ୱଭାବ
    ଚିର, ଚୀରଚିର = ଦୀର୍ଘକାଳ; ଚୀର = ଜୀର୍ଣ୍ଣ ବସ୍ତ୍ର
    ଜାତ, ଯାତଜାତ = ଉତ୍ପନ୍ନ; ଯାତ = ଯାତ୍ରା
    ଦିନ, ଦୀନଦିନ = ଦିବସ; ଦୀନ = ଦରିଦ୍ର
    ଦ୍ୱୀପ, ଦୀପ, ଦ୍ୱିପଦ୍ୱୀପ = ଜଳବେଷ୍ଟିତ ଭୂଖଣ୍ଡ; ଦୀପ = ପ୍ରଦୀପ; ଦ୍ୱିପ = ହସ୍ତୀ
    ଦୂତ, ଦ୍ୟୁତଦୂତ = ଚର; ଦ୍ୟୁତ = ପଶାଖେଳ
    ନିଧନ, ନିଧାନ, ନିଦାନନିଧନ = ବିନାଶ; ନିଧାନ = ଆଧାର/ଭଣ୍ଡାର; ନିଦାନ = ମୂଳକାରଣ
    ପରୀକ୍ଷା, ପରିଖାପରୀକ୍ଷା = ଉତ୍ତମରୂପେ ଦେଖିବା; ପରିଖା = ଗଡ଼ଖାଇ
    ପରିଚ୍ଛଦ, ପରିଚ୍ଛେଦପରିଚ୍ଛଦ = ପୋଷାକ; ପରିଚ୍ଛେଦ = ଅଧ୍ୟାୟ/ବିଭାଗ
    ପାବନି, ପାବନୀପାବନି = ହନୁମାନ୍; ପାବନୀ = ପବିତ୍ରକାରିଣୀ
    ପୂତ, ପୁତପୂତ = ପବିତ୍ର; ପୁତ = ପୁଅ
    ପୁର, ପୂରପୁର = ନଗର; ପୂର = ପ୍ରବାହ/ଜଳରାଶି
    ପ୍ରସାଦ, ପ୍ରାସାଦପ୍ରସାଦ = ଭୋଗ/କୃପା; ପ୍ରାସାଦ = କୋଠା/ଅଟ୍ଟାଳିକା
    ପୁଷ୍ଟ, ପୃଷ୍ଟ, ପୃଷ୍ଠପୁଷ୍ଟ = ମୋଟା/ପୋଷିତ; ପୃଷ୍ଟ = ପଚରା ଯାଇଥିବା; ପୃଷ୍ଠ = ପିଠି/ପଛ
    ପ୍ରକାର, ପ୍ରାକାରପ୍ରକାର = ରକମ; ପ୍ରାକାର = ପାଚେରି
    ପ୍ରସ୍ତ, ପ୍ରସ୍ଥପ୍ରସ୍ତ = ସ୍ତର; ପ୍ରସ୍ଥ = ଓସାର
    ବଧ, ବନ୍ଧବଧ = ହତ୍ୟା; ବନ୍ଧ = ବନ୍ଧନ/ବନ୍ଧାହୋଇଥିବା
    ବିଦୁର, ବିଦୂରବିଦୁର = ମହାଭାରତର ଚରିତ୍ରବିଶେଷ; ବିଦୂର = ଅତିଦୂର
    ବିଶ୍ରୁତ, ବିସ୍ରୁତ, ବିସ୍ମୃତବିଶ୍ରୁତ = ବିଖ୍ୟାତ; ବିସ୍ରୁତ = ନିଃସୃତ/ସ୍ଖଳିତ; ବିସ୍ମୃତ = ଭୁଲିଯାଇଥିବା
    ଭାଗୀରଥୀ, ଭିତ୍ତି, ଭୀତିଭାଗୀରଥୀ = ଗଙ୍ଗାନଦୀ; ଭିତ୍ତି = ମୂଳଦୁଆ; ଭୀତି = ଭୟ
    ମତ, ମତ୍ତମତ = ଇଚ୍ଛା; ମତ୍ତ = ମତୁଆଳା
    ରତି, ରତ୍ତିରତି = କନ୍ଦର୍ପପତ୍ନୀ; ରତ୍ତି = ଅଙ୍କ ପରିମାଣ
    ରଦ, ରଦ୍ଦରଦ = ଦାନ୍ତ; ରଦ୍ଦ = ଅକାମୀ
    ଲକ୍ଷ, ଲକ୍ଷ୍ୟଲକ୍ଷ = ସଂଖ୍ୟାବିଶେଷ; ଲକ୍ଷ୍ୟ = ଉଦ୍ଦେଶ୍ୟ
    ଲିଖନ, ଲେଖନଲିଖନ = ଲେଖିବା; ଲେଖନ = ଲେଖା କଲମ
    ସମ, ଶମସମ = ସମାନ; ଶମ = ଶାନ୍ତି
    ଶଙ୍କର, ସଙ୍କରଶଙ୍କର = ଶିବ; ସଙ୍କର = ମିଶ୍ରିତ
    ଶ୍ରବଣ, ସ୍ରବଣଶ୍ରବଣ = ଶୁଣିବା; ସ୍ରବଣ = କ୍ଷରିବା
    ଶର, ସରଶର = ତୀର/ବାଣ; ସର = ପୋଖରୀ/ଦୁଧସର
    ସୁର, ଶୂରସୁର = ଦେବତା/ସୂର୍ଯ୍ୟ; ଶୂର = ବୀର
    ସୁତ, ସୂତସୁତ = ପୁଅ; ସୂତ = ସାରଥି
    ଶପ୍ତ, ସପ୍ତଶପ୍ତ = ଶାପଗ୍ରସ୍ତ; ସପ୍ତ = ସାତ
    ସମନ, ଶମନସମନ = ଆଦେଶ; ଶମନ = ଯମ
    ସାପ, ଶାପସାପ = ସର୍ପ; ଶାପ = ଅଭିଶାପ
    ସୂଚୀ, ସୂଚିସୂଚୀ = ସୂଚୀପତ୍ର; ସୂଚି = ଛୁଞ୍ଚ
    ଶୂକର, ସୁକରଶୂକର = ଘୁଷୁରି/ବରାହ; ସୁକର = ସହଜ
    ସର୍ଗ, ସ୍ୱର୍ଗସର୍ଗ = ଅଧ୍ୟାୟ; ସ୍ୱର୍ଗ = ଦେବଲୋକ

    Sourced from the Odisha Public Service Commission where applicable. opsc.gov.in. EduSaint is not affiliated with OPSC.