Menu
Home
CUET UG
CUET Home Subjects Notes Quizzes Solutions Mock Tests Blog
OPSC
OPSC Home OAS Preparation Question Papers Syllabus Practice MCQs Optional Subjects
Ask a Query
📱 Download BYTE App
About Contact Privacy
Home MCQs App

ଧ୍ୱନ୍ୟାତ୍ମକ ଶବ୍ଦ — Practice MCQs

Onomatopoeic words (Dhwanyatmak)

On this page

    Practise 37 questions on this topic
    Learn mode or test mode, with explanations
    Start →

    ଧ୍ୱନ୍ୟାତ୍ମକ (ଦ୍ୱିରୁକ୍ତ) ଶବ୍ଦ — ନୋଟ୍ସ୍

    ସ୍ରୋତ: ସାରସ୍ୱତ ବ୍ୟାବହାରିକ ଓଡ଼ିଆ ବ୍ୟାକରଣ — ଦ୍ୱିରୁକ୍ତ ଓ ଧ୍ୱନ୍ୟାତ୍ମକ ଶବ୍ଦ।

    ଶବ୍ଦବାକ୍ୟ
    ଖସ୍‌ଖସ୍ଶୁଖିଲା ପତ୍ର ଉପରେ ଚାଲିଲେ ଖସ୍‌ଖସ୍ ଶବ୍ଦ ହୁଏ।
    ଗଣଗଣମାଛିଗୁଡ଼ାକ ପଚା ଜିନିଷରେ ବସି ଗଣଗଣ ହେଉଛନ୍ତି।
    ଘଡ଼ଘଡ଼ଶିଶୁଟିର କଫରେ ଛାତି ଘଡ଼ଘଡ଼ ହେଉଛି।
    ଟପ୍‌ଟପ୍ଚାଳରୁ ଟପ୍‌ଟପ୍ ପାଣି ପଡ଼ୁଛି।
    ଟପରଟପରମେଘ ଟପରଟପର ବରଷିଲା।
    ଡିବିଡିବିଡମରୁ ଡିବିଡିବି ବାଜେ।
    ପଚ୍‌ପଚ୍ବର୍ଷାରେ ରାସ୍ତାଟା କାଦୁଅ ପଚ୍‌ପଚ୍ ହୋଇଛି।
    ଫଡ଼ଫଡ଼ପକ୍ଷୀମାନେ ଡେଣା ଫଡ଼ଫଡ଼ କରି ଉଡ଼ିଯାଆନ୍ତି।
    ବଂବଂଶିବ ମନ୍ଦିରରୁ ଭକ୍ତମାନଙ୍କର ବଂବଂ ଧ୍ୱନି ଶୁଣାଯାଉଛି।
    ଭୁଁ ଭୁଁମଟର ଗାଡ଼ି ଭୁଁ ଭୁଁ କରି ଚାଲେ।
    ଭେଁ ଭେଁମା’କୁ ନ ଦେଖି ପିଲାଟା ଭେଁ ଭେଁ ହୋଇ କାନ୍ଦୁଛି।
    ମେଁ ମେଁଛେଳି ମେଁ ମେଁ କରି ବୋବାଏ।
    ଟିକ୍‌ଟିକ୍ଘଣ୍ଟା ଟିକ୍‌ଟିକ୍ ହୋଇ ଚାଲିଥାଏ।
    ଝମ୍‌ଝମ୍ଘୁଙ୍ଗୁରର ଝମ୍‌ଝମ୍ ଶବ୍ଦ ନୃତ୍ୟସ୍ଥଳକୁ ଆମୋଦିତ କଲା।
    ଝର୍‌ଝର୍ଝରଣା ଝର୍‌ଝର୍ ତାଳରେ ବହି ଚାଲିଛି।
    ଝୁକ୍‌ଝୁକ୍ରେଳଗାଡ଼ି ଝୁକ୍‌ଝୁକ୍ ଶବ୍ଦ କରି ଧାଇଁଛି।
    ଘୋଘୋଯାତ୍ରା ପଡ଼ିଆର ଘୋଘୋ ଶବ୍ଦ ବହୁ ଦୂରକୁ ଶୁଣାଯାଏ।

    Sourced from the Odisha Public Service Commission where applicable. opsc.gov.in. EduSaint is not affiliated with OPSC.