Menu
Home
CUET UG
CUET Home Subjects Notes Quizzes Solutions Mock Tests Blog
OPSC
OPSC Home OAS Preparation Question Papers Syllabus Practice MCQs Optional Subjects
Ask a Query
📱 Download BYTE App
About Contact Privacy
Home MCQs App

ବିପରୀତ ଶବ୍ଦ (ସେଟ୍ ୨) — Practice MCQs

Antonyms (ବିପରୀତାର୍ଥବୋଧକ ଶବ୍ଦ)

On this page

    Practise 300 questions on this topic
    Learn mode or test mode, with explanations
    Start →

    ବିପରୀତାର୍ଥବୋଧକ ଶବ୍ଦ କ’ଣ?

    ଯେଉଁ ଶବ୍ଦ ଅନ୍ୟ ଏକ ଶବ୍ଦର ଓଲଟା ଅର୍ଥ ପ୍ରକାଶ କରେ, ତାହାକୁ ବିପରୀତାର୍ଥବୋଧକ ଶବ୍ଦ କୁହାଯାଏ। ଯଥା — ଉଦୟ : ଅସ୍ତ, ଆୟ : ବ୍ୟୟ, ଶୁଷ୍କ : ଆର୍ଦ୍ର।

    ମନେରଖ — ପରୀକ୍ଷାର ମୂଳ ନିୟମ

    ବିପରୀତ ଶବ୍ଦ ଗଠନର ସହଜ ଉପାୟ (ଉପସର୍ଗ)

    ପରୀକ୍ଷାରେ ବାରମ୍ବାର ଆସୁଥିବା ଯୋଡ଼ି (ଉପସର୍ଗ ବିନା)

    ଉଦୟ–ଅସ୍ତ · ଆୟ–ବ୍ୟୟ · ଆଦାନ–ପ୍ରଦାନ · ଆମଦାନୀ–ରପ୍ତାନି · ଆବିର୍ଭାବ–ତିରୋଭାବ · ଆକୁଞ୍ଚନ–ପ୍ରସାରଣ · ଉଦୀଚୀ–ଅବାଚୀ · ପ୍ରାଚୀ–ପ୍ରତୀଚୀ · ପ୍ରାଚୀନ–ଅର୍ବାଚୀନ · ଗରିମା–ଲଘିମା · ବ୍ୟଷ୍ଟି–ସମଷ୍ଟି · ସନ୍ଧି–ବିଗ୍ରହ · ସମାସ–ବ୍ୟାସ · ସ୍ଥାବର–ଜଙ୍ଗମ · ସୃଷ୍ଟି–ପ୍ରଳୟ · ଐହିକ–ପାରତ୍ରିକ · ଅଧମର୍ଣ୍ଣ–ଉତ୍ତମର୍ଣ୍ଣ · ବିପ୍ରକର୍ଷ–ସନ୍ନିକର୍ଷ · ପୂର୍ବାହ୍ଣ–ଅପରାହ୍ଣ · ପ୍ରତ୍ୟୁଷ–ପ୍ରଦୋଷ · ପ୍ରବୃତ୍ତି–ନିବୃତ୍ତି · ଶୁକ୍ଳ–କୃଷ୍ଣ · ସବ୍ୟ–ଅପସବ୍ୟ · ସାନ୍ତ–ଅନନ୍ତ · ଦାତା–ଗ୍ରହୀତା · ବିକ୍ରେତା–କ୍ରେତା · ଶାସକ–ଶାସିତ · ମୂକ–ବାଚାଳ · ସ୍ନିଗ୍ଧ–ରୂକ୍ଷ · ସୂକ୍ଷ୍ମ–ସ୍ଥୂଳ · କ୍ଷୀଣ–ପୃଥୁଳ · ଖାତକ–ମହାଜନ · ଜୁଆର–ଭଟ୍ଟା

    ସମ୍ପୂର୍ଣ୍ଣ ତାଲିକା (481ଟି ଯୋଡ଼ି)

    ଶବ୍ଦବିପରୀତଶବ୍ଦବିପରୀତ
    ଅଋଣୀଋଣୀପଚରାଅପଚରା
    ଅକଣ୍ଟକକଣ୍ଟକପଣ୍ଡିତମୂର୍ଖ, ଅପଣ୍ଡିତ
    ଅକପଟକପଟପତଳାବହଳା, ମୋଟା
    ଅକର୍ମକର୍ମପରବାୟବେପରବାୟ
    ଅକାତରକାତରପରାଅପରା
    ଅକ୍ଳାନ୍ତକ୍ଳାନ୍ତପରାଧୀନସ୍ୱାଧୀନ
    ଅଗମୂଳପରିଣାମଅପରିଣାମ
    ଅଗ୍ରପଶ୍ଚାତ, ମୂଳପରିଣାମଦର୍ଶୀଅପରିଣାମଦର୍ଶୀ
    ଅଚିନ୍ତନୀୟଚିନ୍ତନୀୟପରୋକ୍ଷପ୍ରତ୍ୟକ୍ଷ
    ଅଣୁବୃହତ୍ପସନ୍ଦନାପସନ୍ଦ, ଅପସନ୍ଦ
    ଅତ୍ୟାହାରୀଅଳ୍ପାହାରୀପକ୍ଷପାତୀନିରପେକ୍ଷ, ନିଷ୍ପକ୍ଷପାତ
    ଅତ୍ୟୁଚ୍ଚଅନୁଚ୍ଚପାଠୁଆଅପାଠୁଆ
    ଅଧଃଊର୍ଦ୍ଧ୍ୱପାଣିଆକାଠୁଆ, ବହଳିଆ
    ଅଧମଉତ୍ତମପାପପୁଣ୍ୟ
    ଅଧମର୍ଣ୍ଣଉତ୍ତମର୍ଣ୍ଣପାପୀନିଷ୍ପାପ
    ଅଧମାଙ୍ଗଉତ୍ତମାଙ୍ଗପାର୍ଥିବଅପାର୍ଥିବ, ସ୍ୱର୍ଗୀୟ
    ଅଧାପୂରାପାସ୍ଫେଲ୍
    ଅଧିକଅନଧିକ, ଊଣାପିଲାବଡ଼, ବୁଢ଼ା
    ଅନାବୃଷ୍ଟିଅତିବୃଷ୍ଟିପୀଡ଼ିତସୁସ୍ଥ
    ଅନୁକୂଳପ୍ରତିକୂଳପୁନିଅଁଉଆଁସ
    ଅନୁଗ୍ରହନିଗ୍ରହପୁରାଙ୍ଗନାବାରାଙ୍ଗନା
    ଅନୁରକ୍ତବିରକ୍ତପୁରୋହିତଯଜମାନ
    ଅନୁରାଗବିରାଗପୂର୍ବାହ୍ଣଅପରାହ୍ଣ
    ଅନୁଲୋମବିଲୋମ, ପ୍ରତିଲୋମପ୍ରକୃତିବିକୃତି
    ଅନ୍ତରଙ୍ଗବହିରଙ୍ଗପ୍ରତ୍ୟୁଷପ୍ରଦୋଷ
    ଅନ୍ଧକାରଆଲୋକପ୍ରବେଶପ୍ରସ୍ଥାନ
    ଅନ୍ଧାରଆଲୁଅପ୍ରବୃତ୍ତିନିବୃତ୍ତି
    ଅପଚୟଉପଚୟପ୍ରଭୁଭୃତ୍ୟ
    ଅପରାଜିତପରାଜିତପ୍ରଶ୍ନଉତ୍ତର
    ଅପରାଧୀନିରପରାଧପ୍ରସନ୍ନଅପ୍ରସନ୍ନ, ବିଷଣ୍ଣ
    ଅପାୟଉପାୟପ୍ରସାରଣସଙ୍କୋଚନ
    ଅପେକ୍ଷାଉପେକ୍ଷାପ୍ରାକୃତିକଅପ୍ରାକୃତିକ, କୃତ୍ରିମ
    ଅପ୍ରତୁଳପ୍ରତୁଳପ୍ରାଚୀପ୍ରତୀଚୀ
    ଅବସନ୍ନପ୍ରସନ୍ନପ୍ରାଚୀନଅର୍ବାଚୀନ
    ଅବିଚାରବିଚାରଫକିରଅମିର
    ଅବିରୋଧୀବିରୋଧୀଫଟାଅଫଟା, ଗୋଟା
    ଅଭାଗାଭାଗ୍ୟବାନ୍ବକ୍ତାଶ୍ରୋତା
    ଅଭିଜ୍ଞଅନଭିଜ୍ଞବର୍ଣ୍ଣାଶୁଦ୍ଧିବର୍ଣ୍ଣଶୁଦ୍ଧି
    ଅଭ୍ୟସ୍ତଅନଭ୍ୟସ୍ତବନ୍ଦନନିନ୍ଦନ
    ଅମଙ୍ଗଳମଙ୍ଗଳବନ୍ଧନମୋଚନ
    ଅମର୍ତ୍ତ୍ୟମର୍ତ୍ତ୍ୟବନ୍ଧୁରମସୃଣ
    ଅମନୋଯୋଗୀମନୋଯୋଗୀବଳକାନିଅଣ୍ଟ
    ଅମୃତବିଷବହିଃଅନ୍ତଃ
    ଅଳ୍ପବହୁତବହିର୍ବାଣିଜ୍ୟଅନ୍ତର୍ବାଣିଜ୍ୟ
    ଅଳ୍ପାହାରୀବହ୍ୱାହାରୀବହିର୍ବାସଅନ୍ତର୍ବାସ
    ଅରୁଆଉଷୁନାବହୁତଅଳ୍ପ
    ଅରୁଚିରୁଚିବାଟଅବାଟ
    ଅର୍ଥଅନର୍ଥବାଦୀବିବାଦୀ, ପ୍ରତିବାଦୀ
    ଅର୍ଥୀପ୍ରତ୍ୟର୍ଥୀବାଧଅବାଧ
    ଅର୍ପଣପ୍ରତ୍ୟର୍ପଣବାମଦକ୍ଷିଣ
    ଅଳ୍ପଜୀବୀଦୀର୍ଘଜୀବୀବାଳୁତବୃଦ୍ଧ
    ଅଳୀକସତ୍ୟବାହ୍ୟଆଭ୍ୟନ୍ତର, ଆଭ୍ୟନ୍ତରୀଣ
    ଅଲୁଣାଲୁଣିଆବାସ୍ତବଅବାସ୍ତବ
    ଆଲୋଡ଼ାଲୋଡ଼ାବ୍ରାହ୍ମଣଅବ୍ରାହ୍ମଣ, ଚଣ୍ଡାଳ
    ଅଶନଅନଶନବିକର୍ଷଣଆକର୍ଷଣ
    ଅଶରୀରୀଶରୀରୀବିକାରଅବିକାର
    ଅସବର୍ଣ୍ଣସବର୍ଣ୍ଣବିକ୍ରୀତକ୍ରୀତ, ଅବିକ୍ରୀତ
    ଅସତୀସତୀବିକ୍ରେତାକ୍ରେତା
    ଅସଲନକଲିବିଜୟପରାଜୟ
    ଅସହିଷ୍ଣୁସହିଷ୍ଣୁବିଜ୍ଞଅଜ୍ଞ
    ଅସୀମସସୀମବିଦିତଅବିଦିତ
    ଅସ୍ତ୍ରଶସ୍ତ୍ରବିଧବାସଧବା
    ଅସ୍ୱୀକାରସ୍ୱୀକାରବିଧିଅବିଧି, ନିଷେଧ
    ଅହଙ୍କାରୀନିରହଙ୍କାରବିନୀତଅବିନୀତ, ଉଦ୍ଧତ
    ଅହିଂସ୍ରହିଂସ୍ରବିପଦସମ୍ପଦ
    ଆଇନବେଆଇନବିପ୍ରକର୍ଷସନ୍ନିକର୍ଷ
    ଆକାଶପାତାଳବିଫଳସଫଳ
    ଆକୁଞ୍ଚନପ୍ରସାରଣବିବେକୀଅବିବେକୀ, ଅବିବେକ
    ଆଗପଛବିୟୋଗସଂଯୋଗ
    ଆଚାରଅନାଚାରବିରକ୍ତିଅନୁରକ୍ତି
    ଆଦାନପ୍ରଦାନବିହିତଅବିହିତ
    ଆଦିଅନାଦି, ଅନ୍ତବେରାମଆରାମ
    ଆଦ୍ୟପ୍ରାନ୍ତବେଳଅବେଳ
    ଆର୍ଦ୍ରଶୁଷ୍କବେସାମରିକସାମରିକ
    ଆନନ୍ଦନିରାନନ୍ଦବ୍ୟର୍ଥସାର୍ଥ
    ଆପଣାପରବ୍ୟବହିତଅବ୍ୟବହିତ
    ଆବରଣଅନାବରଣବ୍ୟଷ୍ଟିସମଷ୍ଟି
    ଆବାଦୀଅନାବାଦୀଭଂଗାଗଢ଼ା
    ଆବାହନବିସର୍ଜନଭଦ୍ରଅଭଦ୍ର
    ଆବିର୍ଭାବତିରୋଭାବଭୟନିର୍ଭୟ, ନିର୍ଭୟତା
    ଆବିଳଅନାବିଳଭଲମନ୍ଦ
    ଆବୃତଅନାବୃତଭକ୍ଷକଭକ୍ଷ୍ୟ, ରକ୍ଷକ
    ଆମଦାନୀରପ୍ତାନିଭାଙ୍ଗିବାଗଢ଼ିବା
    ଆମିଷନିରାମିଷଭାରୀଉଶ୍ୱାସ
    ଆୟବ୍ୟୟଭୀମକାନ୍ତ
    ଆୟତ୍ତଅଣାୟତ୍ତଭୀରୁସାହସୀ, ନିର୍ଭୀକ
    ଆରମ୍ଭଶେଷଭେଦଅଭେଦ
    ଆରୋହଣଅବରୋହଣଭୋଗତ୍ୟାଗ
    ଆଶାନିରାଶାମଇଳାସଫା
    ଆଶୀର୍ବାଦଅଭିଶାପମଞ୍ଜୁରନାମଞ୍ଜୁର
    ଆଶ୍ରୟନିରାଶ୍ରୟମଠୁଆଚଞ୍ଚଳିଆ
    ଆସ୍ତିକନାସ୍ତିକମଧୁରତିକ୍ତ, କଟୁ
    ଇଚ୍ଛାଅନିଚ୍ଛାମଫସଲିଆସହରିଆ
    ଇତରଭଦ୍ରମରାମତିବେମରାମତି
    ଇଷ୍ଟଅନିଷ୍ଟମଲାଜୀଅନ୍ତା
    ଇହପରମଳିମୁଣ୍ଡିଆଧୋବଧାଉଳିଆ
    ଉଚ୍ଚନୀଚମହଙ୍ଗାଶସ୍ତା
    ଉଠାଣିଗଡ଼ାଣିମାନଅପମାନ
    ଉତ୍କର୍ଷଅପକର୍ଷମାନୀଅମାନୀ
    ଉତ୍ଥାନପତନମାପଅମାପ
    ଉଦୟଅସ୍ତମାୟିକଅମାୟିକ
    ଉଦ୍‌ବେଗନିରୁଦ୍‌ବେଗମାରଣତାରଣ
    ଉଦାରଅନୁଦାରମିତବ୍ୟୟୀଅମିତବ୍ୟୟୀ, ଅପବ୍ୟୟୀ
    ଉଦୀଚୀଅବାଚୀମିତ୍ରଶତ୍ରୁ
    ଉନ୍ନତଅନୁନ୍ନତମିତ୍ରାକ୍ଷରଅମିତ୍ରାକ୍ଷର
    ଉନ୍ନତିଅବନତିମିଳନବିଚ୍ଛେଦ
    ଉନ୍ମୀଳିତମୁଦ୍ରିତମିଶ୍ରିତଅମିଶ୍ରିତ
    ଉପରତଳମୁକୁଳାବନ୍ଧା
    ଉର୍ବରଅନୁର୍ବରମୁଖ୍ୟଗୌଣ
    ଉଭାପୋତାମୁନାଫାଲୋକସାନ
    ଉତ୍ସାହନିରୁତ୍ସାହମୂକବାଚାଳ
    ଋଣୀଅନୃଣଯଥାଅଯଥା
    ଋତଅନୃତଯଥାର୍ଥଅଯଥାର୍ଥ
    ଏକଅନେକଯତ୍ନଅଯତ୍ନ
    ଐକ୍ୟଅନୈକ୍ୟଯୋଗବିୟୋଗ
    ଐହିକପାରତ୍ରିକଯୋଡ଼ବିଯୋଡ଼
    ଓଡ଼ିଆଅଣଓଡ଼ିଆରସିକଅରସିକ, ବେରସିକ
    ଓଦାଶୁଖିଲାରାଜାପ୍ରଜା
    ଔଚିତ୍ୟଅନୌଚିତ୍ୟରୁଗ୍ଣସୁସ୍ଥ
    କଠିନକୋମଳରୋଗୀନୀରୋଗ
    କଞ୍ଚାପାଚିଲାରୋଜଗାରବେରୋଜଗାର
    କନିଷ୍ଠଜ୍ୟେଷ୍ଠଲବହର
    କପଟୀନିଷ୍କପଟ, ସରଳଲମ୍ବଓସାର
    କମ୍ବେଶିଲମ୍ବାଚଉଡ଼ା
    କଳାଗୋରା, ଧଳାଲୟବିଲୟ
    କସୁରବେକସୁରଲାଇନ୍ବେଲାଇନ୍
    କାରଣଅକାରଣଲାଭକ୍ଷତି
    କାଳୀଗୋରୀଲିଖିତଅଲିଖିତ, ମୌଖିକ
    କିଣାବିକାଲେଖାଅଲେଖା
    କୀର୍ତ୍ତିଅକୀର୍ତ୍ତି, ଅପକୀର୍ତ୍ତିଲୋକସାନିଲାଭ
    କୁକର୍ମସୁକର୍ମଲୋଭୀନିର୍ଲୋଭ
    କୁଟିଳସରଳଶକ୍ତଅଶକ୍ତ
    କୃତକାର୍ଯ୍ୟଅକୃତକାର୍ଯ୍ୟଶାକାହାରୀମାଂସାହାରୀ
    କୃତଜ୍ଞଅକୃତଜ୍ଞ, କୃତଘ୍ନଶାନ୍ତଅଶାନ୍ତ
    କୃପଣବଦାନ୍ୟ, ଦାନୀଶାନ୍ତିଅଶାନ୍ତି
    କ୍ରିୟାପ୍ରତିକ୍ରିୟାଶାରୀରିକମାନସିକ
    ଖଟାମିଠାଶାଶ୍ୱତନଶ୍ୱର
    ଖରାବର୍ଷାଶାସକଶାସିତ
    ଖରାପଭଲଶାସ୍ତ୍ରୀୟଅଶାସ୍ତ୍ରୀୟ
    ଖଳସାଧୁଶିବଅଶିବ
    ଖାଣ୍ଟିଭେଜାଲଶିକ୍ଷକଛାତ୍ର
    ଖାତକମହାଜନଶିକ୍ଷାଅଶିକ୍ଷା
    ଖାଲଢିପଶିକ୍ଷିତଅଶିକ୍ଷିତ
    ଖିଆଅଖିଆଶୀତଉଷ୍ମ
    ଖୋଲାମୁଦାଶୀତଳଉଷ୍ଣ
    ଗତଆଗତଶୀଳଅଶୀଳ
    ଗଭୀରଅଗଭୀରଶୁକ୍ଳକୃଷ୍ଣ
    ଗମନଆଗମନଶୁଖିଲାଓଦା
    ଗରିବଧନୀଶୁଣାଅଶୁଣା
    ଗରିମାଲଘିମାଶୁଦ୍ଧଅଶୁଦ୍ଧ
    ଗାଧୁଆଅଗାଧୁଆଶୁଭଅଶୁଭ
    ଗୁଣଦୋଷଶୁଷ୍କଆର୍ଦ୍ର
    ଗୁଣୀନିର୍ଗୁଣଶୂନ୍ୟପୂର୍ଣ୍ଣ
    ଗୁରୁଲଘୁ, ଶିଷ୍ୟଶୋକହର୍ଷ
    ଗୃହୀସନ୍ନ୍ୟାସୀଶୋଭନୀୟଅଶୋଭନୀୟ
    ଗୋପନୀୟପ୍ରକାଶ୍ୟଶ୍ରଦ୍ଧାଘୃଣା, ଅଶ୍ରଦ୍ଧା
    ଗୋଳିଆସଫା, ପରିଷ୍କାରଶ୍ରୀଯୁକ୍ତଶ୍ରୀହୀନ
    ଗ୍ରାମ୍ୟବନ୍ୟଶ୍ରୁତିକଟୁଶ୍ରୁତିମଧୁର
    ଘନତରଳଶ୍ଳୀଳଅଶ୍ଳୀଳ
    ଘରବାହାରସଂକୀର୍ଣ୍ଣପ୍ରଶସ୍ତ
    ଚଞ୍ଚଳମଠ, ଧୀରସଂଖୁଡ଼ିନିଃସଂଖୁଡ଼ି
    ଚତୁରଅଚତୁର, ବୋକାସଂଜସକାଳ
    ଚିକ୍କଣଅଚିକ୍କଣସମ୍ପୂର୍ଣ୍ଣଅସମ୍ପୂର୍ଣ୍ଣ
    ଚିନ୍ତାଅଚିନ୍ତାସଂକ୍ଷେପବିସ୍ତାର
    ଚିହ୍ନାଅଚିହ୍ନାସଂକ୍ଷିପ୍ତବିସ୍ତୃତ
    ଚେତନଅଚେତନସକାମନିଷ୍କାମ
    ଚେମଡ଼ାମସକାସଜବାସି
    ଚୋରସାଧୁସଜ୍ଜନଦୁର୍ଜନ
    ଛୁଆଁଅଛୁଆଁସତ୍ଅସତ୍
    ଛୋଟବଡ଼ସତ୍ୟମିଥ୍ୟା, ଅସତ୍ୟ
    ଜଡ଼ଚେତନସନାଥାଅନାଥା
    ଜଣାଅଜଣାସନ୍ଦେହୀନିଃସନ୍ଦେହ
    ଜନଗହଳିଜନବିରଳସନ୍ଧିବିଗ୍ରହ
    ଜନ୍ମମୃତ୍ୟୁ, ମରଣସପକ୍ଷବିପକ୍ଷ
    ଜବାବବେଜବାବସଫଳଅସଫଳ
    ଜମାଖର୍ଚ୍ଚସବ୍ୟଅପସବ୍ୟ
    ଜୟପରାଜୟସମବିଷମ
    ଜଳସ୍ଥଳସମୟଅସମୟ
    ଜାତମୃତସମ୍ଭବଅସମ୍ଭବ
    ଜାଗ୍ରତସୁପ୍ତସମାସବ୍ୟାସ
    ଜୀବନ୍ତମୃତସମ୍ପତ୍ତିବିପତ୍ତି
    ଜୀବିତମୃତସରବନୀରବ
    ଜୀର୍ଣ୍ଣଅଜୀର୍ଣ୍ଣସରଳବକ୍ର, କୁଟିଳ, ଜଟିଳ
    ଜୁଆରଭଟ୍ଟାସରସନୀରସ
    ଜ୍ୱଳନ୍ତନିର୍ବାପିତସଲଜ୍ଜନିର୍ଲଜ୍ଜ
    ଝଙ୍କାଳିଆଥୁଣ୍ଟାସଶ୍ରମଅଶ୍ରମ
    ଜ୍ଞାତଅଜ୍ଞାତସାକାରନିରାକାର
    ଜ୍ଞାନୀଅଜ୍ଞାନସାଧାରଣଅସାଧାରଣ
    ଟାଣନରମସାଧୁଅସାଧୁ, ତସ୍କର
    ଠିକ୍ଭୁଲ୍ସାନବଡ଼
    ଡରସାହସସାନ୍ତଅନନ୍ତ
    ଡେଙ୍ଗାଗେଡ଼ା, ବାଙ୍ଗରାସାମାନ୍ୟଅସାମାନ୍ୟ
    ଢଙ୍କାଅଢଙ୍କାସାମ୍ୟବୈଷମ୍ୟ
    ତବତପଖାଳସାରଅସାର
    ତିରସ୍କାରପୁରସ୍କାରସାର୍ଥକନିରର୍ଥକ
    ତିରୋଧାନଆବିର୍ଭାବସାକ୍ଷରନିରକ୍ଷର, ଅଣସାକ୍ଷର
    ତୁଳସୀବିଲୁଆତିସିଦ୍ଧଅସିଦ୍ଧ
    ତୁଷ୍ଟରୁଷ୍ଟସୁକୃତଦୁଷ୍କୃତ
    ତେଲିଆନୁଖୁରାସୁଗମଦୁର୍ଗମ
    ତୋଷରୋଷସୁନାମଦୁର୍ନାମ
    ଥଣ୍ଡାଗରମସୁନ୍ଦରଅସୁନ୍ଦର, କୁତ୍ସିତ
    ଥୟଅଥୟସୁପ୍ତଜାଗ୍ରତ
    ଦଢ଼ଫଟା, ଭଙ୍ଗାସୁପ୍ତିଜାଗୃତି
    ଦୟାଳୁନିର୍ଦ୍ଦୟସୁବୋଧଦୁର୍ବୋଧ୍ୟ
    ଦରକାରୀଅଦରକାରୀସୁଶିକ୍ଷାକୁଶିକ୍ଷା
    ଦାତାଗ୍ରହୀତାସୁଶ୍ରୀବିଶ୍ରୀ
    ଦୀର୍ଘହ୍ରସ୍ୱସୂକ୍ଷ୍ମସ୍ଥୂଳ
    ଦୁଃଖସୁଖସୃଷ୍ଟିପ୍ରଳୟ
    ଦୁର୍ଦ୍ଦାନ୍ତନିରୀହସ୍ଥାପିତବିସ୍ଥାପିତ
    ଦୁର୍ବଳସବଳସ୍ଥାବରଅସ୍ଥାବର, ଜଙ୍ଗମ
    ଦୁର୍ଭିକ୍ଷସୁଭିକ୍ଷସ୍ଥିରଅସ୍ଥିର
    ଦୁର୍ଲଭସୁଲଭସ୍ନିଗ୍ଧରୂକ୍ଷ
    ଦୁଷ୍କୃତିସୁକୃତିସ୍ପଷ୍ଟଅସ୍ପଷ୍ଟ
    ଦୁଷ୍ଟଶିଷ୍ଟସ୍ୱକୀୟପରକୀୟ
    ଦୂରନିକଟସ୍ୱର୍ଗମର୍ତ୍ତ୍ୟ, ନରକ
    ଦେଣାପାଉଣାସ୍ୱଜାତୀୟବିଜାତୀୟ
    ଦୈର୍ଘ୍ୟପ୍ରସ୍ଥସ୍ୱତନ୍ତ୍ରପରତନ୍ତ୍ର
    ଦୋଷୀନିର୍ଦ୍ଦୋଷସ୍ୱଦେଶବିଦେଶ
    ଧନୀନିର୍ଦ୍ଧନ, ଦରିଦ୍ରସ୍ୱସ୍ତିଅସ୍ୱସ୍ତି
    ଧର୍ମଅଧର୍ମସ୍ମରଣବିସ୍ମରଣ
    ଧାନବାଲୁଙ୍ଗାସ୍ମୃତିବିସ୍ମୃତି
    ଧାରୁଆଦନ୍ତଡ଼ାସଂଲଗ୍ନଅସଂଲଗ୍ନ
    ଧାର୍ମିକପାପିଷ୍ଠହର୍ଷବିଷାଦ
    ଧୀରଅଧୀର, ଚଞ୍ଚଳହସକାନ୍ଦ
    ଧୁଆଅଧୁଆହାନିଲାଭ
    ଧୈର୍ଯ୍ୟଅଧୈର୍ଯ୍ୟହକ୍ନାହକ୍, ବେହକ୍
    ଧୋଇମରୁଡ଼ିହଜମବଦହଜମ
    ନବୀନପ୍ରାଚୀନହ୍ରାସବୃଦ୍ଧି
    ନରକସ୍ୱର୍ଗହିତଅହିତ
    ନଶ୍ୱରଅନଶ୍ୱରହିସାବୀବେହିସାବ
    ନିତ୍ୟଅନିତ୍ୟହୋସ୍ବେହୋସ୍
    ନିନ୍ଦାପ୍ରଶଂସା, ସ୍ତୁତିହିଂସାଅହିଂସା
    ନିରପେକ୍ଷସାପେକ୍ଷ, ପକ୍ଷପାତୀହଁନାହିଁ
    ନିର୍ଦ୍ଦୟସଦୟକ୍ଷଣିକଚିରନ୍ତନ
    ନିର୍ମଳମଳିନ, ଅନିର୍ମଳକ୍ଷତଅକ୍ଷତ
    ନୀତିଅନୀତିକ୍ଷମଅକ୍ଷମ
    ନୀରସସରସକ୍ଷୟବୃଦ୍ଧି, ଅକ୍ଷୟ
    ନୂତନପୁରାତନକ୍ଷୀଣପୃଥୁଳ
    ନୈସର୍ଗିକକୃତ୍ରିମକ୍ଷୁଦ୍ରବୃହତ୍
    ନ୍ୟାୟଅନ୍ୟାୟକ୍ଷୁଣ୍ଣଅକ୍ଷୁଣ୍ଣ
    ପକ୍କାକଚ୍ଚା

    ପରୀକ୍ଷା କୌଶଳ

    Sourced from the Odisha Public Service Commission where applicable. opsc.gov.in. EduSaint is not affiliated with OPSC.