Menu
Home
CUET UG
CUET Home Subjects Notes Quizzes Solutions Mock Tests Blog
OPSC
OPSC Home OAS Preparation Question Papers Syllabus Practice MCQs Optional Subjects
Ask a Query
📱 Download BYTE App
About Contact Privacy
Home MCQs App

ବିଶେଷଣ — Practice MCQs

Adjectives, ବିଧେୟ ବିଶେଷଣ

On this page

    Practise 184 questions on this topic
    Learn mode or test mode, with explanations
    Start →

    ବିଶେଷଣ — ବିସ୍ତୃତ ନୋଟ୍ସ୍

    ସ୍ରୋତ: ସାରସ୍ୱତ ବ୍ୟାବହାରିକ ଓଡ଼ିଆ ବ୍ୟାକରଣ — ବିଶେଷ୍ୟ, ସର୍ବନାମ, ବିଶେଷଣ ଅଧ୍ୟାୟ।

    ପ୍ରକାର ଓ ଉଦାହରଣ

    #ପ୍ରକାରଉଦାହରଣ
    ୧ଗୁଣବାଚକମହତ୍ ଜନ · ନୀଳ ନୟନ · ମଧୁର ବଚନ · ରକ୍ତ ମନ୍ଦାର · ପଣ୍ଡିତ ଲୋକ · ଦୟାଳୁ ରାଜା · ବିକାଶଶୀଳ ରାଷ୍ଟ୍ର · ଜନପ୍ରିୟ ନେତା · ମିଥ୍ୟାବାଦୀ ମଣିଷ · ଭୋକିଲା ଭିକାରି
    ୨ଅବସ୍ଥାବାଚକଦୁର୍ବଳ ଶରୀର · ଅସୁସ୍ଥ ମନ · ଭଙ୍ଗା ଦେଉଳ · କୋହଲା ପାଗ · ମେଘୁଆ ଆକାଶ · ବେଗବତୀ ନଦୀ · କାଦୁଆ ରାସ୍ତା · ଶୁଖିଲା ଜମି · ଦରିଦ୍ର ସୁଦାମା · ପାଚିଲା ଆମ୍ବ · ପାଣିଆ ଡାଲି · ଚଟକା ମାଛ · ସଜ ପରିବା
    ୩ସଂଖ୍ୟାବାଚକବାର ମାସ · ଶହେ ସତଚାଳିଶ ବିଧାୟକ · ସହସ୍ର ଦେବାଳୟ · ଅଗଣିତ ତାରକା · ଅସଂଖ୍ୟ ଭାବନା · ଦଶ ଜଣ ଛାତ୍ର · ତିନି ଭାଇ · ସାତ ସମୁଦ୍ର
    ୪ପରିମାଣବାଚକକମ୍ କଥା · ବେଶି କାମ · ବହୁତ ଲୋକ · ଅଳପ ଧନ · ଅମାପ ଶକ୍ତି · ପ୍ରଚୁର ଅର୍ଥ · ସାମାନ୍ୟ ଆୟ
    ୫ପୂରଣବାଚକପ୍ରଥମ, ଦ୍ୱିତୀୟ, ତୃତୀୟ ସ୍କନ୍ଧ, ଚତୁର୍ଥ ଧାଡ଼ି, ପଞ୍ଚମ ପାଣ୍ଡବ
    ୬ବିଶେଷଣର ବିଶେଷଣପରମ ଧାର୍ମିକ, ଅତି ମନୋହର, ଅଧିକ ଗରମ, ଅତ୍ୟନ୍ତ କଟୁ, ନିହାତି ଦୁଷ୍ଟ, ନିପଟ ମଫସଲିଆ
    ୭କ୍ରିୟାବିଶେଷଣଧୀରେ ଚାଲିଛି, ହୁହୁହୁ ଜଳୁଛି, ଜୋରରେ କାନ୍ଦୁଛି, ମନ୍ଦମନ୍ଦ ବହୁଛି, ଚଞ୍ଚଳ ଦୌଡ଼ିପାରେ
    ୮କ୍ରିୟାବିଶେଷଣର ବିଶେଷଣଅତି ବେଗରେ ଦୌଡ଼ୁଛି, ଖୁବ୍ ଜୋରରେ ବହୁଛି
    ୯କ୍ରିୟାଜ ବିଶେଷଣଚଳନ୍ତା ଗାଡ଼ି, ଉଡ଼ନ୍ତା ଚଡ଼େଇ, ଜଳନ୍ତା ନିଆଁ, ବହନ୍ତା ନଈ, ଜୀଅନ୍ତା ମାଛ, ଫୁଟନ୍ତା ଫୁଲ, ବଢ଼ନ୍ତା ଶିଶୁ
    ୧୦ସାର୍ବନାମିକ ବିଶେଷଣ (ସର୍ବନାମ ବିଶେଷଣ)ଏହି ଦେଶ, କେଉଁ କଲମ, ଏପରି ଘଟଣା, ସେପରି ଲୋକ, ଯେମିତି କାମ ସେମିତି ଫଳ
    ୧୧ସର୍ବନାମର ବିଶେଷଣସେ ଧାର୍ମିକ, ତୁମେ ପରୋପକାରୀ, ମୁଁ ନିର୍ଭୀକ, ଆପଣମାନେ ଦେଶପ୍ରେମୀ
    ୧୨ଅବ୍ୟୟର ବିଶେଷଣଠିକ୍ ଯେମିତି, ଅବିକଳ ତା ବାପ ପରି
    ୧୩ବାକ୍ୟର ବିଶେଷଣନିଶ୍ଚୟ, ସତେ, ଅବଶ୍ୟ
    ୧୪ତୁଳନାତ୍ମକମଧୁରତର/ମଧୁରତମ, ଗରୀୟାନ୍/ଗରିଷ୍ଠ
    ୧୫ବିଧେୟ ବିଶେଷଣବିଶେଷ୍ୟ ପରେ ବସେ — ଯୁଧିଷ୍ଠିର ଧାର୍ମିକ ଥିଲେ

    ପୂରଣବାଚକ ବିଶେଷଣ (ସଂଖ୍ୟା → କ୍ରମ)

    ସଂଖ୍ୟାପୂରଣବାଚକ
    ୧ପ୍ରଥମ
    ୨ଦ୍ୱିତୀୟ
    ୩ତୃତୀୟ
    ୪ଚତୁର୍ଥ
    ୫ପଞ୍ଚମ
    ୬ଷଷ୍ଠ
    ୭ସପ୍ତମ
    ୮ଅଷ୍ଟମ
    ୯ନବମ
    ୧୦ଦଶମ
    ୧୧ଏକାଦଶ
    ୧୨ଦ୍ୱାଦଶ
    ୧୩ତ୍ରୟୋଦଶ
    ୧୪ଚତୁର୍ଦ୍ଦଶ
    ୧୫ପଞ୍ଚଦଶ
    ୧୬ଷୋଡ଼ଶ
    ୧୭ସପ୍ତଦଶ
    ୧୮ଅଷ୍ଟାଦଶ
    ୧୯ଊନବିଂଶ
    ୨୦ବିଂଶ
    ୨୧ଏକବିଂଶ
    ୨୨ଦ୍ୱାବିଂଶ
    ୨୩ତ୍ରୟୋବିଂଶ
    ୨୪ଚତୁର୍ବିଂଶ
    ୨୫ପଞ୍ଚବିଂଶ
    ୨୬ଷଡ଼ବିଂଶ
    ୨୭ସପ୍ତବିଂଶ
    ୨୮ଅଷ୍ଟାବିଂଶ
    ୨୯ଊନତ୍ରିଂଶ
    ୩୦ତ୍ରିଂଶ
    ୪୦ଚତ୍ୱାରିଂଶ
    ୫୦ପଞ୍ଚାଶତମ
    ୬୦ଷଷ୍ଠିତମ
    ୭୦ସପ୍ତତିତମ
    ୮୦ଅଶୀତିତମ
    ୯୦ନବତିତମ
    ୧୦୦ଶତତମ
    ୧୦୦୦ସହସ୍ରତମ
    ୧୦୦୦୦୦ଲକ୍ଷତମ
    ୧୦୦୦୦୦୦୦କୋଟିତମ

    ତୁଳନାତ୍ମକ ବିଶେଷଣ — ‘ତର’/‘ତମ’

    ମୂଳଦୁଇଟି ମଧ୍ୟରେ (ତର)ଅନେକଙ୍କ ମଧ୍ୟରେ (ତମ)
    ମଧୁରମଧୁରତରମଧୁରତମ
    ସୁନ୍ଦରସୁନ୍ଦରତରସୁନ୍ଦରତମ
    ଚତୁରଚତୁରତରଚତୁରତମ
    ନିକଟନିକଟତରନିକଟତମ
    ବୃହତ୍ବୃହତ୍ତରବୃହତ୍ତମ
    ମହତ୍ମହତ୍ତରମହତ୍ତମ
    ପ୍ରାଚୀନପ୍ରାଚୀନତରପ୍ରାଚୀନତମ
    ସାମାନ୍ୟସାମାନ୍ୟତରସାମାନ୍ୟତମ
    ବଳବତ୍ବଳବତ୍ତରବଳବତ୍ତମ
    ଗୁରୁଗୁରୁତରଗୁରୁତମ
    ଲଘୁଲଘୁତରଲଘୁତମ
    କ୍ଷିପ୍ରକ୍ଷିପ୍ରତରକ୍ଷିପ୍ରତମ
    ଦୀର୍ଘଦୀର୍ଘତରଦୀର୍ଘତମ
    ଉଚ୍ଚଉଚ୍ଚତରଉଚ୍ଚତମ
    ନିକୃଷ୍ଟନିକୃଷ୍ଟତରନିକୃଷ୍ଟତମ
    ଦୃଢ଼ଦୃଢ଼ତରଦୃଢ଼ତମ
    ପ୍ରିୟପ୍ରିୟତରପ୍ରିୟତମ

    ‘ଇୟସ୍’ (ଈୟାନ୍) ଓ ‘ଇଷ୍ଠ’ ପ୍ରତ୍ୟୟ

    ମୂଳଇୟସ୍ ପ୍ରତ୍ୟୟଯୁକ୍ତଇଷ୍ଠ ପ୍ରତ୍ୟୟଯୁକ୍ତ
    ଗୁରୁଗରୀୟାନ୍ଗରିଷ୍ଠ
    ଲଘୁଲଘୀୟାନ୍ଲଘିଷ୍ଠ
    ବରବରୀୟାନ୍ବରିଷ୍ଠ
    ମହତ୍ମହୀୟାନ୍ମହିଷ୍ଠ
    ବଳବାନ୍ବଳୀୟାନ୍ବଳିଷ୍ଠ
    ଦର୍ପୀଦର୍ପୀୟାନ୍ଦର୍ପିଷ୍ଠ
    ଦୃଢ଼ଦ୍ରଢ଼ୀୟାନ୍ଦ୍ରଢ଼ିଷ୍ଠ

    ବିଶେଷ୍ୟ ଓ ବିଶେଷଣ — ପରସ୍ପର ବ୍ୟବହାର

    ⚡ ପରୀକ୍ଷା ଟିପ୍ସ୍ / ଭ୍ରମ ଏଡ଼ାନ୍ତୁ

    Sourced from the Odisha Public Service Commission where applicable. opsc.gov.in. EduSaint is not affiliated with OPSC.